"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fix commonscat & wikivoyage link
No edit summary
୬୨ କ ଧାଡ଼ି:
}}
 
'''କେଦାରନାଥ''', [[ଉତ୍ତରାଖଣ୍ଡ]] ରାଜ୍ୟର ପ୍ରମୂଖ ସହର ତଥା ଏକ ଧାର୍ମିକ ଯାତ୍ରାଧାମ । ଏହା ପ୍ରମୁଖ ଚାରଧାମ ମଧ୍ୟରୁ ଗୋଟିଏ ଧାମ । ଏଠାକୁ ପ‌ହଞ୍ଚିବାକୁ କୌଣସି ସଡକ ସୁବିଧା କିମ୍ୱା ରେଳରାସ୍ତା ନାହିଁ । ୧୪କି ମି ଦୁର୍ଗମ ରାସ୍ତା ଚାଲିବାକୁ ପଡ଼ିଥାଏ । ଶୀତ ଛଅ ମାସ ଏହି ମନ୍ଦିର ବନ୍ଦ ରୁହେ ଓ ଭଗବାନ ଶିବଙ୍କୁ (କେଦାରନାଥ) ଉଖି ମଠ କୁ ଅଣାଯାଇଥାଏ । ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଭଗବାନଙ୍କୁ ଉଖି ମଠରୁ କେଦାରନାଥ ଅଣାଯାଇଥାଏ । ସେହିଦିନ କେଦାରନାଥ ମନ୍ଦିର ଖୋଲେ ଏବଂ ଗ୍ରୀଷ୍ମ ଛଅ ମାସ ଭଗବାନ ସେଠାରେ ପୂଜା ପାଇଥାନ୍ତି ।
'''କେଦାରନାଥ''', [[ଉତ୍ତରାଖଣ୍ଡ]] ରାଜ୍ୟର ପ୍ରମୂଖ ସହର ତଥା ଏକ ଧାର୍ମିକ ଯାତ୍ରାଧାମ ।
== ଭୂଗୋଳ ==
କେଦାରନାଥ ଉତ୍ତରାଖଣ୍ତ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ।
==ଇତିହାସ==
ଏହି ମନ୍ଦିର ପାଣ୍ତବ ମାନଙ୍କଦ୍ୱାରା ତିଆରି କରାଯାଇଥିଲା ଏବଂ ଆଦି ଶଙ୍କରାଚାର୍ଯ୍ୟ ଏହାର ରଚୟିତା ଥିଲେ । ଏଠାରେ ଶିବ ଗୋଟିଏ ଅଧା ଷଣ୍ଢ ରୂପରେ ପୂଜା ପାଅନ୍ତି । କେବଳ ଷଣ୍ଢର ଦେ‌ହ ଏଠାରେ ଅବସ୍ଥିତ ଥିଲାବେଳେ ମୁଣ୍ତ ଭାଗଟି ନେପାଳର ଭକତପୁର ର ଡୋଲେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଆନ୍ତି ।
 
ଯେତେବେଳେ ପାଣ୍ତବମାନେ ମହାଭାରତ ଯୁଦ୍ଧ ଜିତି ସାରି ଶିବଙ୍କ ପାଖକୁ ଏତେ ଲୋକଙ୍କୁ ମାରିବା ପାପରୁ ପ୍ରାୟଶ୍ଚିତ କରିବା ସକାଶେ କାଶୀ ଯାଇଥିଲେ ସେତେବେଳେ ଶିବ ସେମାନଙ୍କୁ ଦେଖି ଲୁଚିଯାଇଥିଲେ । ପାଣ୍ତବମାନେ ଶିବଙ୍କୁ ଖୋଜି ଖୋଜି କାଶୀ ରୁ କେଦାରନାଥ ଆସିବା ସମୟରେ ନ‌କୁଳ ଓ ସ‌ହଦେବଙ୍କୁ ଗୋଟିଏ ବିଚିତ୍ର ଷଣ୍ଢ ଦେଖାଯାଇଥିଲା । ସେତିକିବେଳେ ଅର୍ଜୁନ ନିଜ ଧନୁରେ ସେହି ଷଣ୍ଢକୁ ଆକ୍ଷେପ କରିଥିଲେ ସେହି ଷଣ୍ଢର ମୁଣ୍ତଟି ଯାଇ ନେପାଳରେ ପଡ଼ିଥିଲା ଏବଂ ଦେହଟି କେଦାରନାଥରେ ରହିଥିଲା ।
== ଦର୍ଶନୀୟ ସ୍ଥାନ ==
[[ଗଡ଼ୱ୍ଆଲ]] ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ [[କେଦାରନାଥ ମନ୍ଦିର|ଶ୍ରୀକେଦାରନାଥ]] [[ଜ୍ୟୋତିର୍ଲିଙ୍ଗ]]ଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ [[ହିମାଳୟ]] କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ [[କେଦାରଖଣ୍ଡ]] ଭାବେ ବର୍ଣ୍ଣନା କରାଯାଇଛି ।<ref>http://www.chardhamtours.net/kedarnath.html</ref>
Line ୮୬ ⟶ ୯୧:
* [http://www.uttarakhandyatra.in/fullscreen/kedarnath-temple-big.html Kedarnath Temple Photos]
* [http://www.chardhamyatra.org/kedarnath/ Kedarnath Travel Guide]
* [http://www.indiatvnews.com/lifestyle/news-kedarnath-temple-facts-379820]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି