"ନାଗରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ନାଗରା ଇନ୍ଫୋବାକ୍ସ ଓ ଚିତ୍ର
୧ କ ଧାଡ଼ି:
{{Unreferenced}}{{Infobox instrument|name=ନାଗରା|image=Dhumasa (Nagara).JPG|background=ପର୍କ୍ୟୁସନ|names=ଢୁମୁସା|classification=ପର୍କ୍ୟୁସନ|inventors=|related=|musicians=|builders=|developed=ପୁରାତନ|range=|articles=|image_capt=|hornbostel_sachs=|hornbostel_sachs_desc=}}'''''ନାଗରା''''' ଏକ ମଧ୍ୟ ପୂର୍ବ [[ବାଦ୍ୟ ଯନ୍ତ୍ର|ବାଦ୍ୟଯନ୍ତ୍ର]] । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ '''ଯୋଡ଼ିନାଗରା '''ମଧ୍ୟ କୁହାଯାଏ । ଏହା ଏକ ଝିଲ୍ଲିବାଜା  କେଟଲି ବାଜା ପ୍ରକାରର ।
{{Unreferenced}}
 
'''''ନାଗରା''''' ଏକ ମଧ୍ୟ ପୂର୍ବ [[ବାଦ୍ୟ ଯନ୍ତ୍ର|ବାଦ୍ୟଯନ୍ତ୍ର]] । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ '''ଯୋଡ଼ିନାଗରା '''ମଧ୍ୟ କୁହାଯାଏ । ଏହା ଏକ ଝିଲ୍ଲିବାଜା  କେଟଲି ବାଜା ପ୍ରକାରର ।
 
ଆରବିକ '''ନକ୍କରା''' ('''''naqqāra,''''' '''نقاره'''), ବା نقارات ନକ୍କରତ ''naqqarat'', ନଗ୍ଗାରା'' naqqarah'', ନଗ୍ଗାରେ ''naqqåre'', ନକ୍କାରେ ''nakkare'', ନଗ୍ଗୋରା ''nagora'' ଆଦି ଆରବିକ ଶବ୍ଦ ''ନକ୍କର'' ''naqr'' ରୁ ଆନୀତ । ଏହାର ଅର୍ଥ "ବଜାଇବା" ।
"https://or.wikipedia.org/wiki/ନାଗରା"ରୁ ଅଣାଯାଇଅଛି