"ସୋନାଲୀ ବେନ୍ଦ୍ରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
| birth_date = {{birth date and age|1975|1|1|df=y}}
| ethnicity = ମରାଠୀ ଲୋକ
| years_active = ୧୯୯୪–୨୦୦୧୧୯୯୪–୨୦୦୪, ୨୦୦୯- ଏବେଯାଏଁ
| spouse = ଗୋଲ୍ଡି ବେହେଲ (୨୦୦୨-ଏବେଯାଏଁ)
| occupation = କଥାଚିତ୍ର ଅଭିନେତ୍ରୀ, ମଡେଲ
୨୫ କ ଧାଡ଼ି:
 
ସୋନାଲୀ ତାଙ୍କ ଅଭିନୟ ସ‌ହ ଭଲ ନୃତ୍ୟ ପାଇଁ ମଧ୍ୟ ଗଦ୍ଦର, ସାପୁତ୍, ବମ୍ବେ, ଲାଜ୍ଜା ଏବଂ ମେଜର ସାବ୍ ଭଳି କିଛି ଚଳଚ୍ଚିତ୍ରରେ କାମ ପାଇଥିଲେ । ୨୦୦୩ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର '''କଲ୍ ହୋ ନା ହୋ'''ରେ ସୋନାଲୀ ଏକ କ୍ଷୁଦ୍ରଭୂମିକାରେ ମଧ୍ୟ ଅଭିନୟ କରିଥିଲେ । <ref>[http://indiafm.com/movies/cast/7013/index.html Kal Ho Naa Ho] ''Indiafm.com''</ref> ସୋନାଲୀ ମଞ୍ଚ ଅଭିନୟ '''ଆପ୍ କି ସୋନିଆ'''ରେ ମଧ୍ୟ ଅଭିନୟ କରିଥିଲେ ।<ref>{{cite web|title=deccanherald.com| work=Sonali Bendre's to star in the theatre|url=http://www.deccanherald.com/Content/Aug42007/metrosat2007080316960.asp|accessdate=25 April 2007 |archiveurl = https://web.archive.org/web/20070929122900/http://www.deccanherald.com/Content/Aug42007/metrosat2007080316960.asp |archivedate = 29 September 2007}}</ref> ୧ ନଭେମ୍ବର ୧୯୯୬ରେ ମାଇକେଲ ଜାକ୍‌ସନ୍ ଭାରତ ଆସିଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସୋନାଲୀ ପାରମ୍ପାରିକ ମହାରାଷ୍ଟ୍ରିଆନ୍ ଶଢ଼ୀରେ ଯାଇଥିଲେ ଏବଂ ଜାକ୍‌ସନ୍‌ଙ୍କ ପାଇଁ ଆରତୀ କରିଥିଲେ ।<ref>http://www.indianewstoday.co.in/2016/06/michael-jackson-in-mumbai-say-i-love.html</ref>
 
==ଅଭିନୀତ କଥାଚିତ୍ର==
* ୧୯୯୪: ଆଗ୍
* ୧୯୯୪: ନାରାଜ୍
* ୧୯୯୫: ଦ ଡନ୍
* ୧୯୯୫: ଗଦ୍ଦାର
* ୧୯୯୫: ଟକ୍କର
* ୧୯୯୫: ବମ୍ୱେ (ତାମିଲ‌‌)
* ୧୯୯୬: ରକ୍ଷକ
* ୧୯୯୬: ଇଂଲିଶ ବାବୁ ଦେଶି ମ୍ୟାନ୍
* ୧୯୯୬: ଦିଲ୍‌ଜାଲେ
* ୧୯୯୬: ଅପ୍‌ନେ ଦମ୍ ପର୍
* ୧୯୯୬: ସାପୁତ୍
* ୧୯୯୭: ଭାଇ
* ୧୯୯୭: ତରାଜୁ
* ୧୯୯୭: କୋହର୍
* ୧୯୯୮: କିମତ୍
* ୧୯୯୮: ଡୁପ୍ଲିକେଟ୍
* ୧୯୯୮: ହ‌ମ୍‌ସେ ବଡ଼୍‌କର୍ କୌନ୍
* ୧୯୯୮: ମେଜର ସାବ୍
* ୧୯୯୮: ଅଙ୍ଗାରେ
* ୧୯୯୮: ଜଖମ୍
* ୧୯୯୯: କଧାଲାର୍ ଧିନମ୍ (ତାମିଲ)
* ୧୯୯୯: କନ୍ନୋଡ଼ୁ କମ୍ବାତେଲମ୍ (ତାମିଲ)
* ୧୯୯୯: ହ‌ମ୍ ସାଥ୍ ସାଥ୍ ହୈ
* ୧୯୯୯: ଦ‌ହେକ୍
* ୧୯୯୯: ସର୍‌ଫରୋସ୍
* ୨୦୦୦: ଚାଲ୍ ମେରେ ଭାଇ
* ୨୦୦୦: ଦିଲ୍ ହି ଦିଲ୍ ମେ
* ୨୦୦୦: ହ‌ମାରା ଦିଲ୍ ଆପ୍‌କେ ପାସ୍ ହୈ
* ୨୦୦୦: ଢାଇ ଅକ୍ଷର ପ୍ରେମ୍‌ କେ
* ୨୦୦୦: ଜିସ୍ ଦେଶ୍ ମେ ଗଙ୍ଗା ରେହ୍‌ତା ହୈ
* ୨୦୦୦: ପ୍ରୀଥ୍‌ସେ (କନ୍ନଡ଼‌)
* ୨୦୦୧: ମୁରାରୀ (ତେଲୁଗୁ)
* ୨୦୦୧: ଲଭ୍ ୟୁ ହ‌ମେଶା
* ୨୦୦୧: ଲଭ୍ କେଲିୟେ କୁଛ୍ ଭି କରେଗା
* ୨୦୦୧: ଲାଜ୍ଜା
* ୨୦୦୧: ତେରା ମେରା ସାଥ୍ ରେହେନା
* ୨୦୦୨: ଇନ୍ଦ୍ର (ତେଲୁଗୁ)
* ୨୦୦୨: ଖଡ୍ଗମ୍ (ତେଲୁଗୁ‌)
* ୨୦୦୨: ମନ୍‌ମଧୁଡ଼ୁ (ତେଲୁଗ)
* ୨୦୦୩: ଅନହଟ୍ (ମରାଠୀ‌)
* ୨୦୦୩: ପ୍ୟାର୍ କିୟା ନେହିଁ ଜାତା
* ୨୦୦୩: ପଲନ୍ତି ବ୍ରହ୍ମନାଇଡ଼ୁ (ତେଲୁଗୁ)
* ୨୦୦୩: ଚୋରି ଚୋରି
* ୨୦୦୩: କଲ୍ ହୋ ନା ହୋ
* ୨୦୦୪: ଶଙ୍କର ଦାଦା MBBS (ତେଲୁଗୁ)
* ୨୦୦୪: ଆଗ୍ ଭି ଆରେଚା (ମରାଠୀ)
* ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା
 
==ଦୂରର୍ଦଶନ==
* ୨୦୦୯-୧୧: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ (ବିଚାରିକା‌‌)
* ୨୦୧୩-ଏବେଯାଏଁ: ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍ (ବିଚାରିକା‌)
* ୨୦୧୪-୧୫: ଅଜିବ୍ ଦସ୍ତାନ୍ ହେ ୟେ (ଶୋଭା ସଚ୍ଚଦେବ)
 
==ଆଧାର==