"ସୋନାଲୀ ବେନ୍ଦ୍ରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
No edit summary
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।<ref>[https://www.youtube.com/watch?v=Q2opGyHKre8 Interview with Sonali Bendre]</ref> ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହ‌ମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ '''ଗୋଲ୍ଡି ବେହେଲ'''ଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।<ref>{{cite web|title=Sonali Bendre delivers a baby boy|url=http://www.expressindia.com/news/fullstory.php?newsid=52619|publisher=ExpressIndia.com|accessdate=25 April 2017|date=12 August 2015}}</ref> ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।
 
==ଅଭିନୟ ଜୀବନ==
'''ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚ'''ରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା [[ଗୋବିନ୍ଦା(ଅଭିନେତା)|ଗୋବିନ୍ଦା]]ଙ୍କ '''ଆଗ୍''' ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ '''ଫିଲ୍ମ‌ଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର''' ଏବଂ '''ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍''' ପୁରସ୍କାର ପାଇଥିଲେ ।
ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍‌ଜାଲେ, ଭାଇ, ସର୍‌ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସ‌ହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସ‌ହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସ‌ହ ମଧ୍ୟ ଅଭିନୟ କରିଛନ୍ତି ।<ref>http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms</ref><ref>http://www.rediff.com/movies/2000/jan/24spice.htm</ref><ref>http://m.rediff.com/movies/1999/dec/08spice.htm</ref>
 
==ଆଧାର==
୪୦,୧୮୩

ଗୋଟି ସମ୍ପାଦନା