"ଜହ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୯ କ ଧାଡ଼ି:
 
== ଆକାର ପ୍ରକାର ==
ଜହ୍ନର ନିରକ୍ଷୀୟ ବ୍ୟାସ ୧୭୩୮.୧୪କିମି ହୋଇଥିବା ସ୍ଥଳେ ମେରୁ ବ୍ୟାସ ୧୭୩୫.୯୭କିମି ଓ ହାରାହାରି ବ୍ୟାସ ୧୭୩୭.୧୦କିମି ଅଟେ। ଜହ୍ନର ପରିଧି ହେଉଛି ୧୦,୯୭୧କିମି.। ଗ୍ରହ ଓ ଉପଗ୍ରହର ବସ୍ତୁତ୍ଵ ତୁଳନା କଲେ ଜଣାଯାଏ ଯେ ଜହ୍ନ ହେଉଛି ସ୍ଔରଜଗତରେସୌରଜଗତରେ ବୃହତ୍ତମ। ଜହ୍ନର ବୃହତ ଆକାର ଅନେକ ସମୟରେ ବାହ୍ୟ ପିଣ୍ଡମାନଙ୍କ ସଂଘାତରୁ ପୃଥିବୀକୁ ରକ୍ଷା କରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଜହ୍ନ ପୃଷ୍ଠରେ କୋଟି କୋଟି ବର୍ଷ ଧରି ତିଆରି ହୋଇଥିବା ସଂଖ୍ୟାଧିକ ସଂଘାତ ଗହ୍ଵର ଏ କଥାର ପ୍ରମାଣ ଦିଏ।
 
==ଭୌଗଳିକ ଗଠନ==
"https://or.wikipedia.org/wiki/ଜହ୍ନ"ରୁ ଅଣାଯାଇଅଛି