"ଜହ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୪ କ ଧାଡ଼ି:
'''ଜହ୍ନ''' ହେଉଛି [[ପୃଥିବୀ]]ର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ [[ସୌରଜଗତ]]ର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ।<ref>http://www.jpl.nasa.gov/news/news.php?feature=6537</ref> ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
 
ଚନ୍ଦ୍ର ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଚନ୍ଦ୍ରର ସୃଷ୍ଟି ସମ୍ପର୍କରେ ଅନେକ ବର୍ଣନା ମିଳେ। ମନ୍ଗଳମଙ୍ଗଳ ଆକାରର ଏକ ବସ୍ତୁ ପୃଥିବୀ ସହିତ ସଂଘାତ ହେଲା ପରେ ନିର୍ଗତ ଅବଶେଷରୁ ଚନ୍ଦ୍ରର ସୃଷ୍ଟି ହେବା ଅଧିକାଂଶ ଆଦୃତ ହୁଏ। ପୃଥିବୀର ଆବର୍ତ୍ତନ ସହିତ ଚନ୍ଦ୍ରର ଆବର୍ତ୍ତନ ସମାନ ତାଳରେ ହେଉଥିବାରୁ ପୃଥିବୀରୁ ଚନ୍ଦ୍ରର ଗୋଟିଏ ପାଖ ସର୍ବଦା ଦେଖାଯାଏ।
 
ଚନ୍ଦ୍ରର ଆକର୍ଷଣ ଫଳରେ ସମୁଦ୍ରରେ ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ। ପୃଥିବୀରୁ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରାୟ ସମାନ ଅକାରର ଦେଖା ଯାଉ ଥିବାରୁ ସୂର୍ଯୋପରାଗ ଓ ଚନ୍ଦ୍ରଗ୍ରହଣ ପ୍ରାୟ ପୂର୍ଣଗ୍ରାସ ହୋଇଥାଏ।
"https://or.wikipedia.org/wiki/ଜହ୍ନ"ରୁ ଅଣାଯାଇଅଛି