"ଛାନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉଦାହରଣ, ଆଧାର ଯୋଡ଼ାହୋଇ ସାରଣୀ କରାଗଲା
ଟ୍ୟାଗ: 2017 source edit
No edit summary
୧ କ ଧାଡ଼ି:
{{ଆଧାର ନାହିଁ}}{{Odia_Sahitya1}}'''ଛାନ୍ଦ''' ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ରକାରର ରଚନା ଯାହା ଛନ୍ଦରେ ଲିଖିତ । ପ୍ରତ୍ୟେକ ଛନ୍ଦର ନିର୍ଦ୍ଦିଷ୍ଟ ଆକ୍ଷରିକ ବା ମାତ୍ରା ଛନ୍ଦ, ଯତି, ସ୍ୱର ଓ ନାମ ରହିଅଛି । ଓଡ଼ିଆ ସାହିତ୍ୟରେ ଶତାଧିକ ଛନ୍ଦ ରହିଥିବା ଦେଖାଯାଏ । ପୁରାତନ ଓଡ଼ିଆ ସାହିତ୍ୟର ପ୍ରାୟତଃ ସମସ୍ତ ଲେଖା ଛାନ୍ଦସାହିତ୍ୟ ବା ଛାନ୍ଦକାବ୍ୟ ।
 
ଛାନ୍ଦ ଲେଖା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ପ୍ରତ୍ୟେକ ଛାନ୍ଦ ଭିନ୍ନ ରାଗରାଗିଣୀଯୁକ୍ତ ।
 
ଛାନ୍ଦ ଲେଖା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ପ୍ରତ୍ୟେକ ଛାନ୍ଦ ଭିନ୍ନ ରାଗରାଗିଣୀଯୁକ୍ତ । {{Odia_Sahitya1}}
== ବୃତ୍ତ ==
ତଳେ ଓଡ଼ିଶାର ସାହିତ୍ୟରେ ବ୍ୟବହୃତ ବୃତ୍ତ ବା ଛନ୍ଦଗୁଡ଼ିକର ଉଦାହରଣ ଦିଆଯାଇଛି ।<ref>ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ) - ଜଗବନ୍ଧୁ ସିଂହ । ପୃଷ୍ଠା ୧୩୮-୧୫୧ । ତୃତୀୟ ସଂସ୍କରଣ, ୧୯୮୨, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ । </ref> ସ୍ଥାନେ ସ୍ଥାନେ ଗୋଟିଏ ନାମରେ ଏକାଧିକ ପ୍ରକାର ଛନ୍ଦ ପରିଲକ୍ଷିତ ହୁଏ । ଏହା ଗୋଟିଏ ଛନ୍ଦର ଭିନ୍ନ ରୂପ । ଠିକ ସେହିପରି 'ଯେ' 'ସେ' ଇତ୍ୟାଦି ଶବ୍ଦକୁ ମିଶାଇ ସାମାନ୍ୟ ପରିବର୍ତ୍ତନ ଘଟିଲେ ମଧ୍ୟ ବୃତ୍ତ ବଦଳିଯାଏ ।
Line ୧୩୭ ⟶ ୧୩୬:
|}
 
== ଆଧାର ==
"https://or.wikipedia.org/wiki/ଛାନ୍ଦ"ରୁ ଅଣାଯାଇଅଛି