"ଲାମିଭୁଡିନ/ନେଭିରାପିନ/ଜିଡୋଭୁଡିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪୦ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଏହି ଔଷଧ ସାଧାରଣତଃ ଉତ୍ତମ ରୂପେ ସ‌ହ୍ୟ କରିହୁଏ ।<ref name=AIDS2016/> ଏହାର ଉପାଦାନମାନଙ୍କର ପାର୍ଶ ପ୍ରତିକ୍ରିୟା ହୋଇପାରେ ।<ref name=WHO2008/> ଏଥିରେ ରାସ୍, [[ଅଗ୍ନାଶୟ ପ୍ରଦାହ]], [[ସ୍ୱଳ୍ପ ଶ୍ୱେତ ରକ୍ତକଣିକା ସ୍ତର]] ([[:en:low white blood cell levels|low white blood cell levels]]) ଓ [[ପେଶୀ ଯନ୍ତ୍ରଣା]] ([[:en:muscle pain|muscle pain]]) ହୋଇପାରେ ।<!-- <ref name=AIDS2016/> --> ଉଲ୍ଲେଖନୀୟ [[ଯକୃତ ସମସ୍ୟା]] ([[:en:liver problems|liver problems]]) ଥିଲେ ଏହା ଦେବାକୁ ନିଷେଧ କରାଯାଏ । <!-- <ref name=AIDS2016/> --> [[ଗର୍ଭାବସ୍ଥା]] ଓ [[ସ୍ତନ୍ୟପାନ]] ସମୟରେ ଏହା ନିରାପଦ ଥାଏ । <ref name=AIDS2016/> ପିଲାମାନଙ୍କୁ ଏହା ଦେବା ଠିକ ନୁହେଁ ।<ref name=WHO2008/>
 
<!-- ଇତିହାସ ଓ ସଂସ୍କୃତି -->
ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> ସନ ୨୦୧୪ରେ [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୮.୫୪ରୁ ୧୮.୯୪ ଆମେରିକୀୟ ଡଲାର ଥିଲା । <ref name=ERC2014>{{cite web|title=Lamivudine + Zidovudine + Nevirapine|url=http://erc.msh.org/dmpguide/resultsdetail.cfm?language=english&code=LAZN150T&s_year=2014&year=2014&str=3TC%2BAZT%2BNVP&desc=Lamivudine%2BZidovudine%2BNevirapine&pack=new&frm=TAB-CAP&rte=PO&class_code2=06%2E4%2E2%2E3&supplement=&class_name=%2806%2E4%2E2%2E3%29Protease%20inhibitors%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ସନ ୨୦୧୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଉପଲବ୍‌ଧ ହୋଇନାହିଁ ।<ref>{{cite web|title=What is LNZ (lamivudine, nevirapine and zidovudine)? - Anti-HIV Agent|url=https://www.sharecare.com/health/anti-hiv-agent/what-lamivudine-nevirapine-zidovudine|website=Sharecare|accessdate=18 December 2016}}</ref>
 
== ଆଧାର ==