"ଟ୍ୱିଙ୍କଲ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୭ କ ଧାଡ଼ି:
ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସ‌ହ ବରଷାତ୍ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ ଆରମ୍ଭ କରିଥିଲେ । ବବିଙ୍କ ବାପା ଧର୍ମେନ୍ଦ୍ର ସେହି ଚଳଚ୍ଚିତ୍ର ପାଇଁ ଟ୍ୱିଙ୍କଲଙ୍କୁ ନାୟିକା ଭାବରେ ବାଛିଥିଲେ । ଏବଂ ସେହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ଟ୍ୱିଙ୍କିଲ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ ।<ref>{{cite news|title=More On Amitabh|url=https://news.google.com/newspapers?id=cUw5AAAAIBAJ&sjid=XyYMAAAAIBAJ&pg=496%2C3784687|accessdate=10 March 2015|work=Stabroek News|date=23 October 1994|location=Guyana|page=28|via=Google News Archive}}</ref> ଏହା ପରେ ଟ୍ୱିଙ୍କଲ '''ଦିଲ୍ ତେରା ଦିୱାନା''', '''ଇତିହାସ''', ଜାନ୍, ମେଲା, ବାଦ୍‌ଶାହା, ଇଣ୍ଟରନେସନାଲ ଖିଲାଡ଼ି, ଜୋରୁ କା ଗୋଲାମ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
ଟ୍ୱିଙ୍କଲ [[ବବି ଦେଓଲ]], [[ଅଜୟ ଦେବଗନ]], [[ସୈଫ ଅଲ୍ଲୀ ଖାନ]], [[ଅମିର ଖାଁ]], [[ଶାହାରୁଖ ଖାଁ]], [[ସଲମାନ ଖାଁ]], [[ଭେଙ୍କଟେଶ ଦଗୁପତି]], [[ଗୋବିନ୍ଦା(ଅଭିନେତା)|ଗୋବିନ୍ଦା]] ଏବଂ [[ଅକ୍ଷୟ କୁମାର]] ଭଳି ଅଭିନେତାମାନଙ୍କ ସ‌ହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଟ୍ୱିଙ୍କଲଙ୍କର ଶେଷ ଚଳଚ୍ଚିତ୍ର ଥିଲା '''ଲଭ୍ କେ ଲିୟେ କୁଛ୍ ଭି କରେଗା''' ।<ref>{{cite news|last=Adarsh|first=Taran|authorlink=Taran Adarsh|title=Love Ke Liye Kuch Bhi Karega|url=http://www.bollywoodhungama.com/movies/reviews/type/view/id/587/Love%20Ke%20Liye%20Kuch%20Bhi%20Karega|accessdate=15 April 2017|publisher=Bollywood Hungama|date=29 June 2001}}</ref> ୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୀୟ ଜଗତରୁ ବିଦାୟ ନେଇଥିଲା । ମାତ୍ର ପରେ ସେ ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।<ref>{{cite news|author1=Indo-Asian News Service|title=Karan Johar clarifies why Akshay Kumar's 'Brothers' got preponed|url=http://timesofindia.indiatimes.com/entertainment/hindi/bollywood/news/Karan-Johar-clarifies-why-Akshay-Kumars-Brothers-got-preponed/articleshow/45227761.cms|accessdate=15 April 2017|work=The Times of India|publisher=The Times Group|date=21 November 2014}}</ref> '''ତିସ୍ ମାର୍ ଖାନ୍''', '''ପଟିଆଲା ହାଉସ୍''', '''ଥ୍ୟାଙ୍କ ୟୁ''', '''ଖିଲାଡ଼ି ୭୮୬''', '''ହଲିଡେ''' ଭଳିଆ ଚଳଚ୍ଚିତ୍ରର ସ‌ହ-ପ୍ରଯୋଜିକା ଥିଲେ ଟ୍ୱିଙ୍କଲ ।<ref name=Producer>{{cite news|last1=Sen|first1=Sushmita|title=Akshay Kumar, Twinkle Khanna Celebrate 14th Marriage Anniversary, Snapped at PVR|url=http://www.ibtimes.co.in/akshay-kumar-twinkle-khanna-celebrate-14th-marriage-anniversary-snapped-pvr-photos-620752|accessdate=15 April 2017|work=International Business Times|publisher=IBT Media|date=18 January 2015}}</ref>
 
==ଅଭିନୀତ କଥାଚିତ୍ର==