"ଟ୍ୱିଙ୍କଲ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox person | name = ଟ୍ୱିଙ୍କଲ ଖାନ୍ନା | image = Photograph of Twinkle Khanna.jpg | captio..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୨୦ କ ଧାଡ଼ି:
 
୨୦୧୬ରେ ଶ୍ରେଷ୍ଠ ପ୍ରେରଣାଦାୟିକା ମହିଳା ଭାବରେ ଟ୍ୱିଙ୍କଲଙ୍କୁ ସମ୍ମାନିତ କରାଯାଇଥିଲା ।<ref>{{Cite web|url=http://www.outlookindia.com/magazine/story/i-am-living-in-the-world-i-always-dreamed-of/297966|title=Outlook|last=|first=|date=|website=|publisher=Outlook India|access-date=15 April 2017}}</ref> ଟ୍ୱିଙ୍କଲ ୧୯୯୫ରେ ଅଭିନେତା [[ବବି ଦେଓଲ]]ଙ୍କ ସ‌ହ '''ବରଷାତ୍''' ଚଳଚ୍ଚିତ୍ରର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରର ଶ୍ରେଷ୍ଠ ନବାଗତା ସମ୍ମାନ୍ନ ପ୍ରଦାନ କରାଯାଇଥିଲା । ସେ ୧୯୯୯ରେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଟ୍ୱିଙ୍କଲ ଅଭିନେତା [[ରାଜେଶ ଖାନ୍ନା]] ଏବଂ ଅଭିନେତ୍ରୀ [[ଡିମ୍ପଲ କପାଡିଆ]]ଙ୍କ ସୁପୁତ୍ରୀ । ଅଭିନେତା [[ଅକ୍ଷୟ କୁମାର]]ଙ୍କୁ ୨୦୦୧ରେ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୟ ଜଗତରୁ ବିଦାୟ ନେଇଥିଲେ, ମାତ୍ର ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରୁଛନ୍ତି । ନାୟିକା ଭାବରେ ଟ୍ୱିଙ୍କଲଙ୍କର ଶେଷ ଅଭିନୀତ କଥାଚିତ୍ର ହେଉଛି '''ଲଭ୍ କେ ଲିୟେ କୁଛ୍ ଭି କରେଗା''', ଯାହାକି ୨୦୦୧ରେ ମୁକ୍ତିଲାଭ କରିଥିଲା । ଟ୍ୱିଙ୍କଲ [[ବବି ଦେଓଲ]], [[ଅଜୟ ଦେବଗନ]], [[ସୈଫ ଅଲ୍ଲୀ ଖାନ]], [[ଅମିର ଖାଁ]], [[ଶାହାରୁଖ ଖାଁ]], [[ସଲମାନ ଖାଁ]], [[ଭେଙ୍କଟେଶ ଦଗୁପତି]], [[ଗୋବିନ୍ଦା(ଅଭିନେତା)|ଗୋବିନ୍ଦା]] ଏବଂ [[ଅକ୍ଷୟ କୁମାର]] ଭଳି ଅଭିନେତାମାନଙ୍କ ସ‌ହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।
 
==ପ୍ରାରମ୍ଭିକ ଜୀବନ==
ଟ୍ୱିଙ୍କଲ ଖାନ୍ନା ୨୯ ଡିସେମ୍ବର ୧୯୭୪ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା [[ରାଜେଶ ଖାନ୍ନା]] ଏବଂ ଅଭିନେତ୍ରୀ [[ଡିମ୍ପଲ କପାଡିଆ]]ଙ୍କର ବଡ଼ ଝିଅ ଥିଲେ ।<ref name="Bajaj2014">{{cite book|last=Bajaj|first=J.K.|title=On & Behind the Indian Cinema|url=https://books.google.com/books?id=_1UqAwAAQBAJ&pg=PA1971|date=26 March 2014|publisher=Diamond Pocket Books Pvt Ltd|isbn=978-93-5083-621-7|page=1971}}</ref> ଟ୍ୱିଙ୍କଲ ତାଙ୍କ ପିତାଙ୍କର ୩୨ତମ ଜନ୍ମଦିବସରେ ଜନ୍ମଗ୍ରହଣ କରିଥିଲେ । ଟ୍ୱିଙ୍କଲଙ୍କର ସାନ ଭଉଣୀ ହେଉଛନ୍ତି ରେଣୁକା ଖାନ୍ନା, ଯିଏ ପେଶାରେ ଜଣ ଅଭିନେତ୍ରୀ ।<ref>{{cite news|last1=Sharma|first1=Garima|title=Rinke Khanna becomes a mummy again|url=http://timesofindia.indiatimes.com/entertainment/hindi/bollywood/news/Rinke-Khanna-becomes-a-mummy-again/articleshow/23796610.cms|accessdate=15 April 2017|work=The Times of India|publisher=The Times Group|date=9 October 2013}}</ref> ଟ୍ୱିଙ୍କଲଙ୍କର ମାଉସୀ ହେଉଛନ୍ତି ସିମ୍ପଲ କପାଡିଆ ।<ref>{{cite news|title=Akki, Twinkle to support Simple's son|url=http://www.hindustantimes.com/entertainment/akki-twinkle-to-support-simple-s-son/story-GWhDcccGVEAHj11p0z1w3K.html|accessdate=15 April 2017|work=Hindustan Times|publisher=HT Media|date=25 November 2009}}</ref> ସେ ଫିଲ୍ମ‌ଫେୟାର ପତ୍ରିକା ପାଇଁ ଫଟୋଉଠା ସମୟରେ ଅକ୍ଷୟ କୁମରଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ ।<ref>{{cite news|last1=Singh|first1=Raghuvendra|title="I never had to do anything to impress Twinkle"&nbsp;– Akshay Kumar|url=http://www.filmfare.com/features/i-never-had-to-do-anything-to-impress-twinkle-akshay-kumar-3269.html|accessdate=15 April 2017|work=Filmfare|publisher=The Times Group|date=28 May 2013}}</ref> ଏହା ପରେ ସେ ଅକ୍ଷୟ କୁମାରଙ୍କୁ ୧୭ ଜାନୁଆରୀ ୨୦୦୧ରେ ବିବାହ କରିଥିଲେ ।<ref>{{Cite web | title = Akshay Kumar, Twinkle Khanna celebrate wedding anniversary with PDA on Twitter | last = Sarkar | first = Suparno | work = International Business Times, India Edition | date = 17 January 2016 | accessdate = 15 April 2017 | url = http://www.ibtimes.co.in/akshay-kumar-twinkle-khanna-celebrate-wedding-anniversary-pda-twitter-663549}}</ref> ଟ୍ୱିଙ୍କଲ ଏବଂ ଅକ୍ଷୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।<ref name="Saran2014">{{cite book|last=Saran|first=Renu|title=Encyclopedia of Bollywood–Film Actors|url=https://books.google.com/books?id=hg3qAgAAQBAJ&pg=PT15|date=25 February 2014|publisher=Diamond Pocket Books Pvt Ltd|isbn=978-93-5083-690-3|page=15}}</ref><ref>{{cite news|url=http://www.hindustantimes.com/entertainment/congrats-akshay-kumar-twinkle-khanna-blessed-with-a-baby-girl/story-qwTE3xHURdGSYP5VoH9LGJ.html|title=CONGRATS! Akshay Kumar-Twinkle Khanna blessed with a baby girl on 25th september named Nitara Khanna Bhatia|accessdate=25 September 2012|work=Hindustan Times|publisher=HT Media}}</ref> ଅକ୍ଷୟ ତାଙ୍କ ସଫଳତାର ଶ୍ରେୟ ସବୁବେଳେ ଟ୍ୱିଙ୍କଲଙ୍କୁ ହିଁ ଦେଇଥାନ୍ତି ।<ref>{{cite news|author=Indo-Asian News Service|title=On Mother's Day Akshay thanks Twinkle for his success|url=http://www.dailypioneer.com/potpourri/on-mothers-day-akshay-thanks-twinkle-for-his-success.html|accessdate=15 April 2017|work=Daily Pioneer|date=12 May 2013|location=New Delhi}}</ref><ref>{{cite news|author=Press Trust of India|title=Twinkle is my lucky charm: Akshay Kumar|url=http://www.deccanherald.com/content/66422/twinkle-my-lucky-charm-akshay.html|accessdate=15 Apirl 2017|work=Deccan Herald|date=28 April 2010|location=New Delhi}}</ref>
 
==ଆଧାର==