"ତବୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୬ କ ଧାଡ଼ି:
 
==ବନ୍ୟଜନ୍ତୁ ବିବାଦ==
୧୯୯୮ ମସିହାରେ ତବୁଙ୍କ ଦୁଇଟି [[କୃଷ୍ଣସାର ମୃଗ]]ର ହତ୍ୟା ମାମଲାର ଆରୋପ ଲାଗିଥିଲା । '''ହମ୍ ସାଥ୍ ସାଥ୍ ହେ''' ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସ‌ହ କଳାକାର [[ସଲମାନ ଖାଁ]], [[ସୈଫ ଅଲ୍ଲୀ ଖାନ]], [[ସୋନାଲୀ ବିନ୍ଦ୍ରେ]] ଏବଂ '''ନୀଲମ୍ କୋଠାରୀ'''ଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।<ref>{{cite web|title=Blackbuck case: Tabu, Salman, Saif charged with poaching|date=25 August 2007|url=http://www.hindu.com/2007/08/25/stories/2007082557720100.htm|publisher=hindi.com|accessdate=14 April 2017}}</ref>
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ତବୁ"ରୁ ଅଣାଯାଇଅଛି