"କାହ୍ନୁଚରଣ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ (MKar କାହ୍ନୁ ଚରଣ ମହାନ୍ତି ପୃଷ୍ଠାଟି କାହ୍ନୁଚରଣ ମହାନ୍ତିକୁ ଲେଉଟାଇଲେ: ଠିକ ବନାନ)
{{ଛୋଟ|Kanhu CharanKanhucharan Mohanty}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = କାହ୍ନୁ ଚରଣ ମହାନ୍ତି
| birth_date = {{Birth date|df=y|1906|08|11}}
| birth_place = ନାଗବଳି, [[କଟକ]]
| death_date = ୧୯୯୪{{Death date and age|df=y|1994|4|6|1906|08|11}}
| death_place =
| resting_place =
| portaldisp =
}}
'''କାହ୍ନୁଚରଣ ମହାନ୍ତି''' (୧୧ ଅଗଷ୍ଟ ୧୯୦୬<ref name="SAF">{{cite web|url=http://sahitya-akademi.gov.in/sahitya-akademi/library/fellowship_pdf/Shri.%20Kanhu%20Charan%20Mohanty.pdf|title=Sahitya Akademi Fellowship: Late Kanhu Charan Mohanty|format=PDF|accessdate=11 April 2017|publisher=Sahitya Akademi}}</ref> - ୬ ଅପ୍ରେଲ ୧୯୯୪<ref>{{cite web|title='ବାଲିରାଜା'ର ସ୍ରଷ୍ଟା|url=http://www.sambadepaper.com/Details.aspx?id=345242&boxid=23728540|publisher=ସମ୍ବାଦ|accessdate=11 April 2017|date=6 April 2017}}</ref> ) ଜଣେ [[କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଅକାଦେମୀ]] ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]] ଔପନ୍ୟାସିକ ।<ref>{{cite web |url= http://orissa.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069 |title=Orissa Government Portal |first= |last= |work=orissa.gov.in |quote=Kanhu Charan Mohanty (1906-94) is the most prolific and indeed the most popular novelist of the post-independence period. |accessdate=3 November 2012}}</ref>
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
 
== ସାହିତ୍ୟ ସର୍ଜନା ==
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।<ref>{{cite news|title='ବାଲିରାଜା'ର ସ୍ରଷ୍ଟା|url=http://sambadepaper.com/Details.aspx?id=185082&boxid=23641543|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=11 August 2015}}</ref>
=== ଉପନ୍ୟାସ ===
{{div col|3}}
{{div col end}}
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ ("କା" ଉପନ୍ୟାସ ପାଇଁ)<ref>{{cite web|title=AKADEMI AWARDS (1955-2016)|url=http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA|publisher=Sahitya Akademi|accessdate=11 April 2017}}</ref> <ref>{{cite web |url= http://orissadiary.com/personality/writer/KANHUCHARAN%20.asp |title=KANHU CHARAN MOHANTY |first= |last= |work=orissadiary.com|quote=In 1958 for his novel ‘Kaa’, he was awarded by Kendra Sahitya Akademi. |accessdate=3 November 2012}}</ref>
* ସାହିତ୍ୟ ଏକାଡେମୀ ଫେଲୋ, ୧୯୯୪
 
== ଆଧାର ==
{{ଆଧାରReflist|30em}}
{{Authority control}}
{{ଓଡ଼ିଆ ସାହିତ୍ୟ}}
୨୫,୬୩୩

ଗୋଟି ସମ୍ପାଦନା