"ଶ୍ରଦ୍ଧାଞ୍ଜଳି ସାମନ୍ତରାୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
|||
୩୪ କ ଧାଡ଼ି:
== ଖେଳ ଜୀବନ ==
୧୯୯୫ ମସିହାରେ, ଶ୍ରଦ୍ଧାଞ୍ଜଳି 'କଲିକତା ମହିଳା ଫୁଟବଲ ଲିଗ'ରେ ୧୬ଟି ଗୋଲ ଦେଇ, ସର୍ବାଧିକ ଗୋଲ କରିଥିବା ଖେଳାଳି ବନିଥିଲେ । ୧୯୯୯ ମସିହାରେ, ସେହି ଲିଗରେ ୨୨ଟି ଗୋଲ କରି ସେ ଇତିହାସର ପୁନରାବୃତ୍ତି କରିଥିଲେ । ସେ ୫ମ ଓ ୬ଷ୍ଠ 'ନେସନାଲ ଗେମସ' ଓ ୭ମ,୧୦ମ,୧୨ଶ,୧୩ଶ ଏବଂ ୧୪ଶ 'ସିନିୟର ନେସନାଲ ଚାମ୍ପିଆନସିପ'ରେ ମଧ୍ୟ ସର୍ବାଧିକ ଗୋଲ କରିଥିବା ମହିଳା ଖେଳାଳି ଥିଲେ । ତାଙ୍କରି ନେତୃତ୍ଵରେ 'ଓଡ଼ିଶା ମହିଳା ଫୁଟବଲ ଦଳ' ୧୦ମ 'ସିନିୟର ନେସନାଲ ଚାମ୍ପିଆନସିପ'ରେ
ଶ୍ରଦ୍ଧାଞ୍ଜଳି, 'ଏସିଆ ମହିଳା ଫୁଟବଲ ଚାମ୍ପିୟନସିପ' ଓ 'ଏସିଆନ ଗେମସ'ରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଛନ୍ତି । ବର୍ତମାନ ଶ୍ରଦ୍ଧାଞ୍ଜଳି ଓଡିଶା ର ୧୬ ବର୍ଷ ରୁ କମ ବାଳିକା ଫୁଟବଲ ଦଳ ର ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଉଛନ୍ତି।
== ପୁରସ୍କାର ଓ ସମ୍ମାନ ==
|