"ଶ୍ରୀକାନ୍ତ କିଡାମ୍ବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୦ କ ଧାଡ଼ି:
ଶ୍ରୀକାନ୍ତ କିଡାମ୍ବୀ ଜଣେ ଭାରତୀୟ ବ୍ଯାଡମିନ୍ଟନ ଖେଳାଳି। ମାର୍ଚ ୧୬ ,୨୦୧୭ ସୁଦ୍ଧା ତାଙ୍କର ବିଶ୍ଵମାନ୍ୟତା ୩୧। ସେ ୨୦୧୪ ଚାଇନା ଓପନ ସୁପର ସିରିଜ ଜିତିଥିଲେ ଲୀନ ଡାନ ଙ୍କୁ ୨୧-୧୯ ୨୧-୧୭ ରେ ହରାଇ । ସେ ପ୍ରଥମ ଭାରତୀୟ ଭାବେ ପୁରୁଷ ପ୍ରିମିୟର ସୁପର ସିରିଜ ଜିତିଥିଲେ।ସେ ଗୋପିଚାନ୍ଦ ବ୍ଯାଡମିନ୍ଟନ ଅକାଡେମି ହାଇଦରାବାଦ ରେ ପ୍ରଶିକ୍ଷୀତ । ଏବଂ ଗୋସ୍ପୋର୍ଟ୍ସ ଫାଉନ୍ଡେଶନ ବାଙ୍ଗାଲୋର ତାଙ୍କୁ ସହାୟତା କରେ। ଲି ନିଙ୍ଗ ତାଙ୍କୁ ସ୍ପୋନ୍ସର କରୁଛି।
==ପ୍ରାରମ୍ଭିକ ଜୀବନ ==
ଶ୍ରୀକାନ୍ତ କିଡାମ୍ବୀ ଙ୍କ ଜନ୍ମ ୭ ଫ୍ରେବୃୟାରୀ ୧୯୯୩ ରେ ଆନ୍ଧ୍ର ପ୍ରଦେଶ ର ଗୁନ୍ଟୂର ଠାରେ।