"ସୌମ୍ୟା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
[[କଟକ]]ରେ ଜନ୍ମିତ ସୌମ୍ୟା, ଷ୍ଟୁଆର୍ଟ ସ୍କୁଲ ଓ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ପାଠ ପଢିବା ସହ [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରୁ [[ସମାଜତତ୍ତ୍ଵ]]ରେ ପି.ଏଚ.ଡି ହାସଲ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଜୁନିୟର ରିସର୍ଚ୍ଚ ସ୍କୋଲାରସିପ ହାସଲ କରିଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପରେ, ସେ ରିସର୍ଚ୍ଚ କାମ ଛାଡି ପୁଲିସ ସେବାରେ ଯୋଗ ଦେଇଥିଲେ । <ref>http://www.telegraphindia.com/1100918/jsp/orissa/story_12950466.jsp</ref>। ପିଲାଟିଦିନରୁ ସୋମ୍ୟାଙ୍କର ଜଣେ ଆ.ପି.ଏ.ସ ଅଫିସର ହେବା ଉଚ୍ଛା ଥିଲା।
 
== ପରିବାର ==