"ସୌମ୍ୟା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୫ କ ଧାଡ଼ି:
 
== ପରିବାର ==
ପତି ଦେବବ୍ରତ କଣ୍ଠ ଓ ଦୁଇଟି ସନ୍ତାନଙ୍କୁ ନେଇ ସୌମ୍ୟାଙ୍କ ପରିବାର । ସୋମ୍ୟାଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଦେବବ୍ରତ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନ, ସେ ରାଜନୀତିରେ ସକ୍ରିୟ ଅଛନ୍ତି ।<ref>http://www.outlookindia.com/news/article/IAS-officer-resigns-to-join-politics/583131</ref> ସୌମ୍ୟାଙ୍କ କନିଷ୍ଠ ଭଗ୍ନୀ ତଦାଶା ମଧ୍ୟ ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଓ [[ଝାଡ଼ଖଣ୍ଡ]] ରାଜ୍ୟର ରାଜଧାନୀ [[ରାଞ୍ଚି]]ରେ କାର୍ଯ୍ୟରତ ।
 
==ଉପାଧୀ ଓ ସମ୍ମାନ==