"ସାଲବେଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୫୮ କ ଧାଡ଼ି:
 
== ରଚନାବଳୀ ==
ଭକ୍ତି ଯୁଗ ରେ ଭକ୍ତ ସାଲବେଗ ଙ୍କ ଗଭୀର ଭକ୍ତି ତାଙ୍କର ଲେଖବାଳି ରେ ପ୍ରତିଫଳିତ ହେଇଥିଲା । ମନ୍ଦିର କୁ ପ୍ରବେଶ ନିଷିଦ୍ଧ ହେଇଥିଲେ ମଧ୍ୟ ମନ୍ଦିର ବାହାରେ ଥାଇ ଭକ୍ତି ପ୍ରକଟ କରୁଥିଲେ ସାଲବେଗ । ତାଙ୍କର ଓଡ଼ିଆ ଭଜନ , ଜଣାଣ ସବୁ ଓଡ଼ିଆ ସାହିତ୍ଯ ର ଅମୂଲ୍ୟ ସମ୍ପଦ ଭାବରେ ଆଜି ଯାଏ ରହିଛି । ତାଙ୍କ ରଚିତ " ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ... " ଓଡ଼ିଆ ଭକ୍ତି ସଂଗୀତ ରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ଆଜି ଯାଏ ରେଡିୟୋ , ଟିଭି , ଭକ୍ତି ସଂଗୀତ ଆସର ସବୁଠାରେ ଶୁଣିବାକୁ ମିଳିଥାଏ । ଓଡିଶାଓଡ଼ିଶା ର ସବୁ ପ୍ରସିଦ୍ଧ ଭଜନ ଗାୟକ , ବିଶେଷ କରି ଭିକାରି ବଳ ଙ୍କ ସୁମଧୁର କଣ୍ଠ ରେ ଏହି ଭଜନ ଓ ସାଲବେଗ ଙ୍କ ଅନ୍ୟ ଗୀତ ସବୁ ସାରା ଓଡିଶାଓଡ଼ିଶା ରେ କେଇ ଦଶନ୍ଧି ଧରି ଜନପ୍ରିୟ ରହିଛି । ଏହି ଭଜନ ଟି ପୁରୀ ଶ୍ରୀମନ୍ଦିର ର ଏକ ମୁଖ୍ୟ ରୀତି " ବେଢ ପରିକ୍ରମା " ର ଏକ ସୁନ୍ଦର ବର୍ଣନା । ଏହି ଭଜନ ର ଶ୍ରୀମନ୍ଦିର ଉପରେ ଜବନ ଆକ୍ରମଣ ସେମାନଙ୍କ ଦ୍ଵାରା ବାରମ୍ବାର ଶ୍ରୀମନ୍ଦିର ଲୁଟିବା ଓ ମନ୍ଦିର ଅପବିତ୍ର କରିବା ପାଇଁ ପାଇଁ ଆକ୍ରମଣ ମୁଖ୍ୟ ଦେଉଳ ରୁ ଭଗବାନ ଙ୍କୁ ରକ୍ଷୟା କରିବାକୁ ସ୍ଥାନାନ୍ତର କରିବା ପରି ଶ୍ରୀମନ୍ଦିର ର ଏଇତିହାସିକ ଘଟନାବଳି ର ବିଷାଦ ବର୍ଣନା ମଧ୍ୟ ଭକ୍ତ ସାଲବେଗ ଖୁବ ଆବେଗ ସହିତ ଏଥିରେ ସଂଯୋଗ କରିଛନ୍ତି ।
 
== "ଆହେ ନୀଳ ଶଇଳ "ର କିଛି ଉଦ୍ଧୃତି ==
"https://or.wikipedia.org/wiki/ସାଲବେଗ"ରୁ ଅଣାଯାଇଅଛି