"ଚୈତନ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (19), ଅା → ଆ (5), ଠାରେ → ଠାରେ (2) using AWB
ଚୈତନ୍ୟଙ୍କ ବଂଶାବଳୀ ଯୋଡ଼ିଲି
ଟ୍ୟାଗ: 2017 source edit
୧୯ କ ଧାଡ଼ି:
ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ ।<ref>[http://vedabase.net/cc/adi/14/22/en1 CC Adi lila 14.22]</ref>
ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।<ref>[http://www.vedabase.net/tlc/17/en1 Teachings of Lord Chaitanya] "They were surprised to see Lord Chaitanya after He accepted his sannyasa order from Kesava Bharati"</ref>
 
==ବଂଶାବଳୀ==
ଚୈତନ୍ୟ ନିଜେ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ପୂର୍ବଜ ଉତ୍କଳୀୟ ଥିଲେ ବୋଲି ବହୁ ଗବେଷକଙ୍କ ମତ ରହିଛି । ତଳେ ତାଙ୍କ ବଂଶାବଳୀ ଦିଆଯାଇଛି ।<ref>ଜଗବଂଧୁ ସିଂହ - ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ତୃତୀୟ ସଂସ୍କରଣ, ୧୯୮୨ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ ।</ref>
 
{{chart/start}}
{{chart| | | | | | | | |Madhu| |Madhu=ମଧୁକର ମିଶ୍ର}}
{{chart| | | |,|-|-|-|v|-|^|-|v|-|-|-|-|.|}}
{{chart| | |Kirti| |Ranga| |Upend| | |Krutt|
|Kirti=କୀର୍ତ୍ତିଦ ମିଶ୍ର|Ranga=ରଙ୍ଗଦ ମିଶ୍ର|Upend=ଉପେନ୍ଦ୍ର ମିଶ୍ର|Krutt=କୃତ୍ତିବାସ ମିଶ୍ର}}
{{chart| | | | |,|-|-|-|-|-|-|+|-|-|-|-|-|-|.|}}
{{chart| | | |Kansa| | | | |Param| | | | |Jagan|
|Kansa=କଂସାରି ମିଶ୍ର|Param=ପରମାନନ୍ଦ ମିଶ୍ର|Jagan=ଜଗନ୍ନାଥ ମିଶ୍ର}}
{{chart| | | | | | | | | |,|-|^|-|.| | | |,|-|^|-|.|}}
{{chart| | | | | | | | |Ganga| |Bishn| |Biswr| |Biswm|
|Ganga=ଗଙ୍ଗା ଦାସ|Bishn=ବିଷ୍ଣୁ ଦାସ|Biswr=ବିଶ୍ୱରୂପ|Biswm=ବିଶ୍ୱମ୍ଭର(ଚୈତନ୍ୟ)
|boxstyle_Biswm =background-color: #faecc8;}}
{{chart| | | | | | | | | |!| | | |!| }}
{{chart| | | | | | | | |Gangd| |Madhu| |Gangd=ଗଙ୍ଗାଧର|Madhu=ମଧୁରେଶ ଦାସ}}
{{chart| | | | | | | | | |!| | | |!| | }}
{{chart| | | | | | | | |Harin| |Rupes| |Harin=ହରିନାଥ ବିଦ୍ୟାଭୂଷଣ|Rupes=ରୂପେଶ୍ୱର ପଞ୍ଚାନନ}}
{{chart| | | | | | | | | | | | | |!|}}
{{chart| | | | | | | | | | | | |Shiba| |Shiba=ଶିବରାମ ସାର୍ବଭୌମ}}
{{chart/end}}
 
==ସନ୍ନ୍ୟାସ ଜୀବନ==
ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତୃ ବିୟୋଗ ହୁଏ । ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଛଅ ବର୍ଷ କାଳ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ [[ପୁରୀ]]ରେ ଅତିବାହିତ କରିଥିଲେ । <ref>[http://www.gaudiya.com/index.php?topic=history History of Gaudiya Vaishnavism]. The first 6 years, he traveled extensively from Rameshavara in South India to Vrindavan in North India, sharing the message of bhakti. "Chaitanya spent the remainder of His life, another 24 years, in Jagannäth Puri in the company of some of His intimate associates, such as Svarüpa Dämodara and Rämänanda Räya"</ref>
"https://or.wikipedia.org/wiki/ଚୈତନ୍ୟ"ରୁ ଅଣାଯାଇଅଛି