"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୩ କ ଧାଡ଼ି:
 
'''କଳିଙ୍ଗ ଲିଟରାରି ଫେଷ୍ଟିଭାଲ''' ଏକ ସାହିତ୍ୟିକ ମହୋତ୍ସବ ଯାହା ୨ ବା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଓଡ଼ିଶା ପ୍ରଦେଶର [[ଭୁବନେଶ୍ୱର]] ନଗରରେ ଅନୁଷ୍ଠିତ ହୁଏ । ଏହି ମଞ୍ଚରେ [[ଇଂରାଜୀ ଭାଷା|ଇଂରାଜୀ]], [[ଭାରତୀୟ ଇଂରାଜୀ]] ଓ [[ଭାରତୀୟ ସାହିତ୍ୟ]]ମାନଙ୍କ ବାବଦରେ ଆଲୋଚନା ହୋଇଥାଏ । କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏହାର ସଂସ୍ଥାପକ ।<ref>Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । କମଳାକାନ୍ତ ଦାଶ ଏହାର ଜଣେ ସଂସ୍ଥାପକ ସଭ୍ୟ ଓ ଏହାର ମାର୍ଗଦର୍ଶକ । ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ଦୁଇ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ୍ୟ ==
ସ୍ମାର୍ଟ ସିଟି [[ଭୁବନେଶ୍ଵର]]ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ ରଖିବା ସହିତ ଓଡିଶା, ଭାରତ ଓ ପୃଥିବୀର ସର୍ବୋତ୍ତମ ସାହିତ୍ୟ ରଥୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==