"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
+ ଜ୍ଞାନକୋଷ ଅନୁପଯୋଗୀ ତଥ୍ୟ ହଟାଗଲା
୨ କ ଧାଡ଼ି:
{{ଛୋଟ|Kalinga Literary Festival}}
{{Infobox recurring event
|name = କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ
|logo = Kalinga Literary Festival logo.png
|image =
|location = ମେଫେୟାର ଲେଗୁନ, [[Bhubaneswar|ଭୁବନେଶ୍ଵର]], [[Odisha|ଓଡିଶା]], [[India|ଭାରତ]]
|years_active = ୨୦୧୩ – ବର୍ତ୍ତମାନ ପର୍ଯ୍ୟନ୍ତ
|dates = 10–11-12 January 2017
୧୨ କ ଧାଡ଼ି:
}}
 
'''କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଭାଲ''' ଏକ ସାହିତ୍ୟିକ ମହୋତ୍ସବ ଯାହା ୨ ବା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଭାରତର [[ଓଡ଼ିଶା]] ପ୍ରଦେଶର [[ଭୁବନେଶ୍ୱର]] ନଗରରେ ଅନୁଷ୍ଠିତ ହୁଏ । ଏହି ଉତ୍ସବ ସାଧାରଣତଃ ପ୍ରତିବର୍ଷ ଜୁନ ମାସରେ ମେଫେୟାର ଲେଗୁନ ହୋଟେଲର କନଭେନସନ ହଲରେ ପାଳନ କରାଯାଏ । ଏହି ମଞ୍ଚରେ [[ଇଂରାଜୀ ଭାଷା|ଇଂରାଜୀ]], [[ଭାରତୀୟ ଇଂରାଜୀ]] ଓ [[ଭାରତୀୟ ସାହିତ୍ୟ]]ମାନଙ୍କ ବାବଦରେ ଆଲୋଚନା ହୋଇଥାଏ ।
 
କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଜଣେ ସାମ୍ବାଦିକ ଓ ଏହାର ଦିଗଦର୍ଶକ ।<ref>Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । କମଳାକାନ୍ତ ଦାଶ ଏହାର ଜଣେ ସଂସ୍ଥାପକ ସଭ୍ୟ ଓ ଏହାର ମାର୍ଗଦର୍ଶକ । ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ଦୁଇ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ୍ୟ ==
ସ୍ମାର୍ଟ ସିଟି [[ଭୁବନେଶ୍ଵର]]ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ ରଖିବା ସହିତ ଓଡିଶା, ଭାରତ ଓ ପୃଥିବୀର ସର୍ବୋତ୍ତମ ସାହିତ୍ୟ ରଥୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==
[[File:Inaguration of Kalinga Literary Festival 2014.jpg|thumb|ପ୍ରଥମ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୪କୁ ପଦ୍ମ ଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ସାତକଡ଼ି ହୋତା, ଅରୁଣ ରଥ, ଓ କେଏଲଏଫର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଉନ୍ମୋଚନ କରିଥିଲେ ।]]
ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ଲିଟରାରି ଫେସ୍ଟିଭାଲରଫେଷ୍ଟିଟିଭାଲର କଳ୍ପନା ସନ ୨୦୧୩ ରେ ଅଙ୍କୁର ହୋଇ ସନ ୨୦୧୪ରେ ସାକାର ହୋଇଗଲା ।<ref>Odia gets classical language status http://www.thehindu.com/news/national/odia-gets-classical-language-status/article5709028.ece</ref>
 
କଳିଙ୍ଗ ଲିଟରାରି ଫେସ୍ଟିଭାଲ ଆରମ୍ଭ ହେବାର ଦ୍ଵିତୀୟ ବର୍ଷରେ ସାହିତ୍ୟ କ୍ଷେତ୍ରରେ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ଏହା ବିରାଟ ପ୍ରତିଭାଧାରୀ ବ୍ୟକ୍ତିଙ୍କର ଏକ ମଞ୍ଚ ହୋଇଗଲା । ଏହାର ତାଲିକାରେ [[ରମାକାନ୍ତ ରଥ]], [[ଜୟନ୍ତ ମହାପାତ୍ର ]], [[ଦୀନନାଥ ପାଠୀ]], [[ସୁବ୍ରମଣିଅମ ସ୍ଵାମୀ]], [[ମଣି ଶଙ୍କର ଆୟାର]], [[ପିୟୁଷ ମିଶ୍ର]], [[ହର ପ୍ରସାଦ ଦାସ]], [[ପୁରୁଷୋତ୍ତମ ଅଗ୍ରୱାଲ]], [[ମାର୍କ ଟୁଲି]], [[ଅଶୋକ ଚକ୍ରଧର]], [[ଅରୁନ୍ଧତୀ ସୁବ୍ରମନିଅମ]], [[କଞ୍ଚା ଇଲିଆହ]], [[ହଳଧର ନାଗ]], [[ପ୍ରଭୁ ଚାୱଲା ]], [[ଅରିଫ ମହମ୍ମଦ ଖାନ]], [[ଦେବୀ ପ୍ରସନ୍ନ ପଟ୍ଟନାୟକ]], [[ସୀତାକାନ୍ତ ମହାପାତ୍ର]], [[ପ୍ରତିଭା ରାୟ]] , [[ସମୀର (ଗୀତିକାର)]] , [[ସୀମା ବିଶ୍ଵାସ]] [[ପାରମିତା ଶତପଥୀ]], [[ରାହୁଲ ପଣ୍ଡିତ]], [[ରୂପା ଗାଙ୍ଗୁଲି]] , [[ସୁଦର୍ଶନ ପଟ୍ଟନାୟକ]] , [[ସବ୍ୟସାଚୀ ମହାପାତ୍ର]] , [[ବୈଷ୍ଣବ ଚରଣ ପରିଡ଼ା]] , [[ମୃଣାଳ ଚାଟର୍ଜି]] ଆଦି ବକ୍ତାତିମାନେ ସ୍ଥାନ ପାଇଥିଲେ ।
 
== ଉତ୍ସବମାନଙ୍କର ବିଷୟବସ୍ତୁ ==
'''ପ୍ରଥମ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୪'''ରେ<ref>First Kalinga Literary Festival brought great literati of Odisha on one platform http://www.orissadiary.com/CurrentNews.asp?id=48185</ref> ଭାଷା ଓ ସାହିତ୍ୟର ଉତ୍ସବ ପାଳନ କରାଯାଇଥିଲା ।
[[File:Inaguration of Kalinga Literary Festival 2014.jpg|thumb|ପ୍ରଥମ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୪କୁ ପଦ୍ମ ଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ସାତକଡ଼ି ହୋତା, ଅରୁଣ ରଥ, ଓ କେଏଲଏଫର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଉନ୍ମୋଚନ କରିଥିଲେ ।]]
 
 
'''ଦ୍ଵିତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୫''':<ref>Odisha Foundation organizes Kalinga Literary Festival 2015 http://www.odishanewsinsight.com/odisha/odisha-foundation-organizes-kalinga-literary-festival-2015/</ref> ସାହିତ୍ୟର ପ୍ରତିଫଳନ Literature as Reflection
[[File:Sir William Mark Tully inagurates Kalinga Literary Festival 2015.jpg|thumb|ସାର ଉଇଲିୟମ ମାର୍କ ଟୁଲି, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ସବକୁ ଉନ୍ମୋଚନ କରିଥିଲେ ।]]
 
ମୁଖ୍ୟ ଅଧିବେଶନରେ <ref>Great Debates Ensue at 1st Day of Kalinga Literary Festival : Literature has great role in Nation Building, http://odiapua.com/en/great-debates-ensue-at-1st-day-of-kalinga-literary-festival-literature-has-great-role-in-nation-building/ </ref> ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା ଯେପରିକି ପ୍ରେମ ଓ ଚଳନ୍ତି ସାହିତ୍ୟ, ଚଳନ୍ତି ସାହିତ୍ୟରେ ମହିଳାତ୍ଵ, ସମାନ୍ତର ସିନେମା ଓ ପ୍ରଚଳିତ ସାହିତ୍ୟ, ଦଳିତ ଓ ଆଦିବାସୀ ସାହିତ୍ୟ, ମିଡିଆ, ମିଡିମ, ମେସେଜ ଓ ସାହିତ୍ୟ ବନାମ ଇଂରାଜୀ ସାହିତ୍ୟ ଓ ଅନେକ ଆନୁସଙ୍ଗିକ ବିଷୟ ।<ref>Kalinga Literary Festival 2015 announced, 50 Prominent speakers to attend KLF on May 17 at Bhubaneswar, http://orissadiary.com/CurrentNews.asp?id=59022</ref>
 
'''ତୃତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୬''':<ref>Great Debates Ensue at 1st Day of Kalinga Literary Festival, http://www.orissadiary.com/CurrentNews.asp?id=67741</ref> ସାହିତ୍ୟ ଓ ଗଣତନ୍ତ୍ର ।
 
[[File:KLF 2016 Inagarion.jpg|thumb|ତୃତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୬ର ଉଦଘାଟନ । ସୁବ୍ରନିଅମ ସ୍ଵାମୀ, ମଣିଶଙ୍କର ଆୟାର, ହରପ୍ରସାଦ ଦାସ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ କେଏଲଏଫ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା ।]]
 
ଅଧିବେଶନର ମୂଖ୍ୟ କେନ୍ଦ୍ର ଥିଲା: ସାହିତ୍ୟର ବିକାଶ ଓ ଗଣତାନ୍ତ୍ରିକ ତାତ୍ପର୍ଯ୍ୟ ।<ref>Times of India (15 June 2016)'Literature and Democracy' focus at Kalinga lit fest http://timesofindia.indiatimes.com/city/bhubaneswar/Literature-and-Democracy-focus-at-Kalinga-lit-fest/articleshow/52766581.cms</ref>
 
'''ଚତୁର୍ଥ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ୨୦୧୭'''
ଚତୁର୍ଥ କଳିଙ୍ଗ ଲିଟରାରି ଫେସ୍ଟିଭାଲଫେଷ୍ଟିଟିଭାଲ ଆଗାମୀ ଜୁନ ମାସର ୧୦,୧୧ଓ ୧୨ ତାରିଖ ୨୦୧୭ ମସିହାରେ ଅନୁଷ୍ଠିତ ହେବ । <ref>Fourth Edition of KLF, https://www.odishastory.com/2016/07/11/4th-edition-of-klf-to-be-held-on-10-11-june-2017/</ref>
 
== ପୁରସ୍କାର ଗ୍ରହିତା ==
Line ୪୬ ⟶ ୪୦:
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫: ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬: ଯଶୋଧାରା ମିଶ୍ର , ତପନ ମହାପାତ୍ର ଓ ରମାକାନ୍ତ ଦାସ
 
==୨୦୧୪, ୨୦୧୫ ଓ ୨୦୧୬ ମସିହାର ବକ୍ତାଗଣ ==
* ଆନ୍ନା ଏମ ଏମ ଭେତ୍ତିକାଡ
* ଅନୁ ଚୌଧୁରୀ
* ଆରିଫ ମହମଦ ଖାନ
* ଅରୁନ୍ଧତୀ ସୁବ୍ରମନିଅମ
* ଅଶୋକ ଚକ୍ରଧର
* ବୈଷ୍ଣବ ପରିଡା
* ବିଭୁତି ପଟ୍ଟନାଏକ
* ଦେବ ପ୍ରସାଦ ଦାସ
* ଦେବୀ ପ୍ରସନ୍ନ ପଟ୍ଟନାୟକ
* ଦିନାନାଥ ପାଠୀ
* ଗୌରହରି ଦାସ
* ହଳଧର ନାଗ
* ହର ପ୍ରସାଦ ଦାସ
* ଜୟନ୍ତ ମହାପାତ୍ର
* ମଣି ଶଙ୍କର ଆୟାର
* ମାର୍କ ଟୁଲି
* ମୃଦୁଳା ଗର୍ଗ
* ମୃଣାଳ ଚାଟର୍ଜି
* ପି.ଲଳିତା କୁମାରୀ
* ପାରମିତା ଶତପଥି
* ପିୟୁଷ ମିଶ୍ର
* ପ୍ରଭୁ ଚାଓଲା
* ପ୍ରଣେଶ ପ୍ରସାଦ
* ପୁରୁଷୋତ୍ତମ ଅଗ୍ରୱାଲ
* ରାହୁଲ ପଣ୍ଡିତ
* ରମାକାନ୍ତ ରଥ
* ରଞ୍ଜନା କୁମାରୀ
* ରୂପା ଗାଙ୍ଗୁଲି
* ସବ୍ୟସାଚୀ ମହାପାତ୍ର
* ସଞ୍ଜୟ ଆହିରବାଲ
* ସତ୍ୟ ନାରାୟଣ ସାହୁ
* ସୀମା ବିଶ୍ଵାସ
* ଶାନ୍ତନୁ ଗୂହା ରଏ
* ଶରତ କଟାରିୟା
* ସୀତାକାନ୍ତ ମହାପାତ୍ର
* ସୁଷମା ଶେଠ
* ଟି.କେ ଚାନ୍ଦ
* ଊର୍ମିଲେଶ
* ଭିନିତ କୁମାର
* ଯଶ ପଟ୍ଟନାଏକ
 
== ଜାତୀୟ ବିତର୍କରେ କେଏଲଏଫ ==
Line ୯୪ ⟶ ୪୬:
 
== ଆଧାର ==
{{ଆଧାରReflist|30em}}