"ଦୀନକୃଷ୍ଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: 2017 source edit
No edit summary
୨୧ କ ଧାଡ଼ି:
ଭକ୍ତକବି ଦୀନକୃଷ୍ଣ ଦାସ [[ଓଡ଼ିଶା]]ର ବାଲେଶ୍ଵର ଜିଲା ଅନ୍ତର୍ଗତ ଜଳେଶ୍ଵର ଠାରେ ଜନ୍ମ ହୋଇଥିଲେ । ତାଙ୍କ ଜୀବନର ଅନେକ ଭାଗ [[ପୁରୀ]]ଠାରେ [[ଜଗନ୍ନାଥ ମନ୍ଦିର]] ଓ ଅନ୍ୟାନ୍ୟ ମଠମାନଙ୍କରେ କଟିଥିଲା ।
 
== ସାହିତ୍ୟସାହିତ୍ୟିକ କୃତି ==
''ରସ କଲ୍ଲୋଳରସକଲ୍ଲୋଳ'' ତାଙ୍କର ଏକ ପ୍ରସିଦ୍ଧ ସାହିତ୍ୟ କୃତି ଯେଉଁଥିରେ [[ହଋ]]ହରି ଓ [[ରାଧା]]ଙ୍କର ପ୍ରେମ କାହାଣୀ ବର୍ଣିତ । [[ଓଡ଼ିଆ ସାହିତ୍ୟ]]ର ମଧ୍ୟଯୁଗରେ ତାହାଙ୍କର ରଚନାବଳୀ ପୁରାଣ, ଶାସ୍ତ୍ରୀୟ ପରମ୍ପରା ଓ ନାନାଦି ଭକ୍ତି ଭାବ ଭରା ଲେଖାରେ ଭରା ।
 
ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ [[ଉତ୍କଳ ଦୀପିକା]] ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ସେହି ସମୟରେ ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇଥିଲା । ଏହି ତୁଳନାତ୍ମକ ଲେଖରେ ବଙ୍ଗଳା କବି ଭରତଚନ୍ଦ୍ରଙ୍କ ଅପେକ୍ଷା ଦୀନକୃଷ୍ଣଙ୍କ ସାହିତ୍ୟ କେତେ ଉନ୍ନତ ଏହା ବିଷୟରେ ଲେଖାଯାଇ ଓଡ଼ିଆ ଭାଷା ଓ ସାହିତ୍ୟ କେତେ ଉତ୍ତମ ଏହା ଦର୍ଶାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା<ref>ଉତ୍କଳ ଦୀପିକା ୧୮୬୬, ପୃ ୪୬-୪୭</ref>-{{Cquote|ବିଦ୍ୟାସୁନ୍ଦର ରଚନାର ଅନେକବର୍ଷ ପୂର୍ବରେ ଦୀନକୃଷ୍ଣ ଦାସ ଯେ ରସକଲ୍ଲୋଳ ନାମକ ପୁସ୍ତକ ରଚନା କରନ୍ତି ତାହାର ସହିତ ତୁଳନା କରି ଦେଖିଲେ ବିଦ୍ୟାସୁନ୍ଦର ଅପକୃଷ୍ଟ ବୋଧ ହୁଏ । କି ରଚନା ଚାତୁର୍ଯ୍ୟ କି ସ୍ୱଭାବ ବର୍ଣ୍ଣନା କି ଶ୍ଳେଷ ଓ ଯମକ ରଚନା ସମସ୍ତ ବିଷୟରେ ଦୀନକୃଷ୍ଣ ଭରତଚନ୍ଦ୍ରଙ୍କଠାରୁ ଅଧିକ ପରାକାଷ୍ଠା ଲାଭ କରି ଅଛନ୍ତି । }}
 
== ଆଧାର ==
{{ଆଧାର}}