"ବିଜୟା ମେହେଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Vijaya Mehta"
 
No edit summary
୧ କ ଧାଡ଼ି:
{{Infobox person
| name =ବିଜୟା Vijaya Mehtaମେହେଟା
| image = Vijaya mehta.jpg
| image_size = 200px
୧୧ କ ଧାଡ଼ି:
}}
 
'''ବିଜୟା ମେହେଟା''' ଜନ୍ମ ୪ ନଭେମ୍ବର , ୧୯୩୪ <ref>Abhijit Varde: [[google:"Vijaya+Mehta"+1934&btnG=Nach+Büchern+suchen&tbm=bks&tbo=1&hl=de|Daughters of Maharashtra: Portraits of Women who are Building Maharastra : Interviews and Photographs]], 1997, p. 87</ref>)ଜଣେ ଚର୍ଚିତ ଭାରତୀୟ ମହିଳା ଫିଲ୍ମ ଓ ରଙ୍ଗମଞ୍ଚ ନାଟକ ର ନିର୍ଦେଶିକା । ସେ ଅନେକ ଫିଲ୍ମ ରେ ଅଭିନୟ ମଧ୍ୟ କରିଥିଲେ । ସେ ମୁମ୍ବାଇ ସହର ରେ ଥିବା ଥିଏଟର ଗ୍ରୁପ " ରଙ୍ଗାୟନ " ର ଜଣେ ପ୍ରତିଷ୍ଠାତ ସଦସ୍ୟା । ରଙ୍ଗାୟନ ଥିଏଟର ରେ ଡାଃ ଶ୍ରୀରାମ ଲାଗୁ , ବିଜଯ ତେନ୍ଦୁଲକର , ଅରବିନ୍ଦ ଦେଶପାଣ୍ଡେ ଙ୍କ ପରେ ଜଣାଶୁଣା କଳାକାର ସମ୍ପୃକ୍ତ ରହିଥିଲେ । ଫିଲ୍ମ " ପାର୍ଟି " ରେ ବିଜୟା ଙ୍କ ଅଭିନୟ ପ୍ରଶଂଷିତ ହେଇଥିଲା ଓ ତାଙ୍କୁ ମରାଠୀ ରଙ୍ଗମଞ୍ଚ ର ଜଣେ ବିଶିଷ୍ଟ ମହିଳା ଭାବରେ ସମ୍ମାନ ଦିଅ ଯାଇଥାଏ । .<ref>{{Citecite web | title = The return of Desdemona |publisher=Mumbai Mirror| url = http://www.mumbaimirror.com/others/sunday-read/The-return-of-Desdemona/articleshow/29368448.cms |date= 25 January 2014| accessdate = 2014-06-22 }}</ref>
 
== ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷ୍ୟା ==
ବିଜୟା ଙ୍କ ଜନ୍ମ ୧୯୩୪ ମସିହା ରେ [[ଗୁଜୁରାଟ]] ର [[ବରୋଦା]] ଠାରେ ହେଇଥିଲା । ସେ [[ମୁମ୍ବାଇ]] ବିଶ୍ୱବିଦ୍ୟାଳୟ  ରେ ସ୍ନାତକ ଶିକ୍ଷ୍ୟା ଲାଭ କରିଥିଲେ । ଆଦି ମାର୍ଜାବାନ , ଇବ୍ରାହିମ ଅଳକାଜି ଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ତାଙ୍କର ସହପାଠୀ ଥିଲେ । 
 
== କାର୍ଯ୍ୟ ଜୀବନୀ ==
୧୯୬୦ ଦଶକ ରେ ସେ ପରିକ୍ଷ୍ୟାମୂଳକ [[ମରାଠୀ]] ନାଟକ ର ଏକ ମୁଖ୍ୟ ଅଂଶ ରହିଥିଲେ । ସେ ଇଣ୍ଡୋ- [[ଜର୍ମାନ]] ଥିଏଟର ପ୍ରକଳ୍ପ ମଧ୍ୟ ଆରଭ କରିଥିଲେ । ୧୦୭୫ ମସିହା ରେ ତାଙ୍କୁ ଭାରତୀୟ ସଙ୍ଗୀତ ନାଟକ ଏକାଡେମି ତରଫ ରୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ  ସେ ଫିଲ୍ମ ଅଭିନୟ ପାଇଁ ଅନେକ ପୁରସ୍କାର ପାଇଥିଲେ । .<ref>{{Citecite web |title=Shantata! Awishkar Chalu Aahe |url=http://www.mumbaitheatreguide.com/dramas/features/08/aug/28_feature_shantata.asp |date=August 2008 |publisher=Mumbai Theatre Guide }}</ref>
 
== ବ୍ୟକ୍ତିଗତ ଜୀବନୀ ==
ସେ ପ୍ରଥମେ ଅଭିନେତ୍ରୀ ଦୁର୍ଗଦୂର୍ଗା ଖୋତେଖୋଟେ ଙ୍କ ପୁତ୍ର ହରିଣହରିନ ଖୋତେ ଙ୍କୁ ବିବାହ କରିଥିଲେ । ତାଙ୍କର ଅଳ୍ପ ବୟସ ରେ ପରଲୋକ ହେଇଥିଲା । ତାଙ୍କର ଦୁଇଟି ପୁତ୍ର ଥିଲେ । ପରେ ବିଜୟା ଫାରୋଖ ମେହେଟା ଙ୍କୁ ବିବାହ କରିଥିଲେ । .<ref>{{Cite news|last=Shanta Gokhale|author=Shanta Gokhale|author-link=Shanta Gokhale|authorlink=Shanta Gokhale|date=26 November 2012|title=Life at play|url=http://www.punemirror.in/printarticle.aspx?page=comments&action=translate&sectid=63&contentid=2012112620121126075151856ed14874e&subsite=|publisher=Pune Mirror}}</ref>
 
== ଫିଲ୍ମୋଗ୍ରାଫି ==
Line ୩୮ ⟶ ୩୭:
* 1975 Sangeet Natak Akademi Award
* 1985 Asia Pacific Film Festival: Best Actress: Party <ref>[http://www.imdb.com/title/tt0248289/awards Awards] imdb.</ref>
* 1986 National Film Award for Best Supporting Actress: ''Rao Saheb''<ref name="33rdaward">{{Citecite web|url=http://iffi.nic.in/Dff2011/Frm33NFAAward.aspx|title=33rd National Film Awards|publisher=[[International Film Festival of India]]|pages=28, 36|accessdate=2014-06-22 }}</ref>
* 2009 Tanveer Sanmaan <ref>[http://www.maayboli.com/node/24834]</ref>