"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କଳିଙ୍ଗ ଲିଟରାରି ଫେସ୍ଟିଭାଲ ନାମକ ଏକ ନୂଆ ବିଷୟ ଲେଖାଗଲା
 
ଟିକେNo edit summary
୧୩ କ ଧାଡ଼ି:
'''କଳିଙ୍ଗ ଲିଟରାରି ଫେସ୍ଟିଭାଲ''' (ଇଂରାଜୀ ଭାଷାରେ '''Kalinga Literary Festival''' ବା '''କେଏଲଏଫ'''/KLF) ଏକ ସାହିତ୍ୟିକ ମହୋତ୍ସବ ଯାହା ୨ ବା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଭାରତର ଓଡ଼ିଶା ପ୍ରଦେଶର ସ୍ମାର୍ଟ ଓ ମନ୍ଦିରମାଳିନୀ [[ଭୁବନେଶ୍ୱର]] ସ‌ହରରେ ଅନୁଷ୍ଠିତ ହୁଏ । ଏହି ଉତ୍ସବ ସାଧାରଣତଃ ପ୍ରତିବର୍ଷ ଜୁନ ମାସରେ ମେଫେୟାର ଲେଗୁନ ହୋଟେଲର କନଭେନସନ ହଲରେ ([http://www.mayfairhotels.com/mayfair-convention/ Mayfair Convention]) ପାଳନ କରାଯାଏ । ଓଡିଶାର ସାଂସ୍କୃତିକ ଜଗତରେ କେଏଲଏଫ ଏକ କର୍ଣ୍ଣଧାର ରୂପେ ଠିଆ ହୋଇ ଯୁବ ଜଗତରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଚେଷ୍ଟାରେ ଲାଗିଛି । ଏହି ଜାତୀୟ ମଞ୍ଚରେ [[:en:English literature| ଇଂରାଜୀ]], [[:en:Indian English literature| ଭାରତୀୟ ଇଂରାଜୀ]] ଓ [[:en:Indian literature|ଭାରତୀୟ ସାହିତ୍ୟ]]ମାନଙ୍କ ମଧ୍ୟରେ ଥିବା ଶୂନ୍ୟତାକୁ ଶାସ୍ତ୍ରୀୟ ଓଡିଆ ଭାଷା ସହ ସଂଯୁକ୍ତ କରିବା ଏହାର ଜାଗତିକ ଲକ୍ଷ ।
 
[http://kalingaliteraryfest.com/ Kalinga Literary Festival|କଳିଙ୍ଗ ଲିଟରାରି ଫେସ୍ଟିଭାଲ]ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏକ ପୁରସ୍କାର ବିଜେତା ସାମ୍ବାଦିକ ଓ ଏହାର ଦିଗଦର୍ଶକ ମଧ୍ୟ ଅଟନ୍ତି ।<ref> Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । ପ୍ରଫେସର କମଳା କାନ୍ତ ଦାସଦାଶ ଏହାର ଜଣେ ସଂସ୍ଥାପକ ସଭ୍ୟ ଓ ଏହାର ମାର୍ଗଦର୍ଶକ । ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ଦୁଇ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ ==