"କାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୨୩ କ ଧାଡ଼ି:
'''କାନ''' ଏକ ଶ୍ରବଣ ଅଙ୍ଗ ଯାହା ଯାହା ସ୍ତନ୍ୟପାୟୀ ପ୍ରାଣୀଙ୍କର ଥାଏ ଓ ଏହଦ୍ୱାରା ସେମାନେ ଶବ୍ଦ ଶୁଣି ପାରନ୍ତି । ଏହା ଠାରୁ ଅନେକ ଅଧିକ କାମ କାନ ଦ୍ଵାରା ସାଧିତ ହୁଏ । ଦେହର ସନ୍ତୁଳନ (Balance) ଓ ପୋଜିସନ ରକ୍ଷା କରିବା ମଧ୍ୟ ଏହାର କାମ । ଶ୍ରବଣ ମଣ୍ଡଳର ଏହା ଏକ ଅଂଶ । ବାହ୍ୟ କର୍ଣ୍ଣର ବାହାରକୁ ଦେଖାଯାଉଥିବା ଅଂଶକୁ ଓଡ଼ିଆ ଭାଷାରେ କାନ କୁହାଯାଏ ଯାହାକୁ ଇଂରାଜୀରେ ପିନ୍ନା ବା ଅରିକ୍ଲ ([[:en:Auricle (anatomy)|pinna]]) କୁହାଯାଏ ଓ ଏହା ମଧ୍ୟରେ ଏକ କେନାଲ ବା ନଳୀ ଦେଖାଯାଏ ଯାହାକୁ କାନ ନଳୀ ବା ଇଅର କେନାଲ [[ear canal]] କୁହାଯାଏ । ଅଧିକାଂଶ ପ୍ରାଣୀଙ୍କର ବାହାରକୁ ଦେଖାଯାଉଥିବାରୁ ଏହି ଅଂଶକୁ ମୁଖ୍ୟତଃ କାନ କ‌ହନ୍ତି ।<ref name="Oxford">{{cite web|title=Ear|url=http://www.oxforddictionaries.com/definition/english/ear|website=Oxford Dictionary|accessdate=25 February 2016}}</ref> ଶ୍ରବଣ ଯନ୍ତ୍ରର ଏହା ପ୍ରଥମ ଅଙ୍ଗ । ମୁଣ୍ଡର ଦୁଇ ପାଖରେ ସମ ଭାବ ଅବସ୍ଥିତିରେ ଦୁଇଟି କାନ ଥାଏ ଯାହା ଦ୍ଵାରା ଏହି ବ୍ୟବସ୍ଥା ଦ୍ଵାରା ଶବ୍ଦ ଆସୁଥିବା ସ୍ଥାନ ଜାଣିହୁଏ ।
 
[[ଏକ୍ଟୋଡର୍ମ]]ରୁ ([[:en:ectoderm|ectoderm]]) ପ୍ରାକ୍ ଭୃଣ ସୃଷ୍ଟି ହୁଏ ଓ ଏଥିରେ ଥିବା ପ୍ରଥମ [[ଫାରିଞ୍ଜିଆଲ ପାଉଚ]] ([[:en:pharyngeal pouch (:en:embryology)|pharyngeal pouch]]) ଓ ଛଅଟି ଛୋଟ ସ୍ଫୀତିକୁ [[ଅପ୍ଟିକ ପ୍ଲାକୋଡ]] ([[:en:otic placode|otic placode]]) କ‌ହନ୍ତି ଯେଉଁଥିରୁ କାନ ତିଆରି ହୁଏ ।
 
କାନ ଆଘାତପ୍ରାପ୍ତ ଓ ରୋଗାକ୍ରାନ୍ତ ହୋଇପାରେ । କାନରେ ରୋଗ ହେଲେ [[ଶ୍ରବଣ ହାନୀ]], [[କାନନାଦ]] ଓ [[ମୁଣ୍ଡବୁଲା]] ଭଳି ସନ୍ତୁଳନ ସମସ୍ୟା ହୋଇପାରେ ଯଦିଓ ଏଭଳି ଲକ୍ଷଣମାନ ମସ୍ତିଷ୍କ ଓ ସ୍ନାୟୁପଥମାନଙ୍କର ରୋଗ ହେଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଦେଖାଯାଇପାରେ ।
"https://or.wikipedia.org/wiki/କାନ"ରୁ ଅଣାଯାଇଅଛି