"ଟୁଣ୍ଡେ କବାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଟୁଣ୍ଡେ କବାବ''' ଏକ ଆମିଷ ଖାଦ୍ୟ ଅଟେ । ଟୁଣ୍ଡେ କବାବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୮:୧୧, ୨୪ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଟୁଣ୍ଡେ କବାବ ଏକ ଆମିଷ ଖାଦ୍ୟ ଅଟେ । ଟୁଣ୍ଡେ କବାବ ପ୍ରସ୍ତୁତ ପାଇଁ ମଇଁଷି ମାଂସ ବ୍ୟବହାର କରାଯାଏ । ଉତ୍ତର ପ୍ରଦେଶର ଲକ୍ଷ୍ନୈ ସହରରେ ଏହା ଏକ ପ୍ରସିଦ୍ଧ ଖାଦ୍ୟ ଅଟେ । ପରଟା ସହ ଖିଆଯାଇଥାଏ । ୧୯୧୬ ମସିହାରେ ମୁରାଦ ଅଲ୍ଲୀ ଏହାକୁ ଉଦ୍ଭାବନ କରିଥିଲେ ।[୧] ଏହାର ସ୍ୱତନ୍ତ୍ର ସ୍ୱାଦ ପାଇଁ ୧୬୦ ପ୍ରକାର ମସଲାର ଉପଯୁକ୍ତ ମାତ୍ର ହିଁ ମୁଖ୍ୟ ଭୂମିକା ଥାଏ । ଉତ୍ତର ପ୍ରଦେଶ ସରକାର ୨୦୧୭ ମାର୍ଚ୍ଚ ୨୧ରେ କଂସେଇ ଖାନା ନିଷେଧ କରିବା ପରେ ଏହି ବ୍ୟବସାୟରେ ମାନ୍ଦା ଆସିଥିଲା ।

ଆଧାର

  1. https://www.aajtak.intoday.in/lite/story/slaughter-houses-ban-effected-tunday-kababi-in-lucknow-1-919316.html