"ଚୈତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୂଳ ନାମ
୧ କ ଧାଡ଼ି:
{{ଛୋଟ|Chaitra}}
 
[[ଚିତ୍ରା (ନକ୍ଷତ୍ର)|ଚିତ୍ରା]] ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା [[ମାସ|ଚାନ୍ଦ୍ରମାସକୁ]] '''ଚୈତ୍ର''' ବା '''ଚଇତ''' ('''ଚଇତ୍ର''' ନାମରେ ମଧ୍ୟ ଜଣା) ମାସ କୁହାଯାଏ । ସମ୍ବତ ଗଣନାରେ ଏହା ବର୍ଷର ପ୍ରଥମ ମାସ । ଏହାର ପୂର୍ବବର୍ତ୍ତୀ ମାସ [[ଫାଲଗୁନ]] ଓ ପରବର୍ତ୍ତୀ ମାସ [[ବୈଶାଖ]] । ଚୈତ୍ର ବସନ୍ତ ଋତୁର ଦ୍ଵିତୀୟ ମାସ ।
 
== ପର୍ବପର୍ବାଣୀ ==
* ପ୍ରତ୍ୟେକ [[ମଙ୍ଗଳବାର]]: [[ଚୈତ୍ର ମଙ୍ଗଳବାର ଓଷା|ମଙ୍ଗଳବାର ଓଷା]]
* [[ପକ୍ଷ|କୃଷ୍ଣ]] [[ତ୍ରୟୋଦଶୀଏକାଦଶୀ]]: [[ବାରୁଣୀପାପମୋଚନୀ ସ୍ନାନଏକାଦଶୀ]]
* କୃଷ୍ଣ [[ତ୍ରୟୋଦଶୀ]]: [[ବାରୁଣୀ ସ୍ନାନ]]
* [[ପକ୍ଷ|ଶୁକ୍ଳ]] [[ନବମୀ]]: [[ରାମ ନବମୀ]]
* ଶୁକ୍ଳ [[ଏକାଦଶୀ]]: [[କାମଦା ଏକାଦଶୀ]]
"https://or.wikipedia.org/wiki/ଚୈତ୍ର"ରୁ ଅଣାଯାଇଅଛି