"ହାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
added name
No edit summary
୨୬ କ ଧାଡ଼ି:
ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସ ଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟ ଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳି କୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟ ର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |
 
=== ଗଠନ ===
 
ବହୁତ ଗୁଡିଏ ଜନ୍ତୁମାନଙ୍କର ହାତ ସମାନ ଧରିବା ପାଇ ପଞ୍ଝା ଥାଏ | କିନ୍ତୁ ଏହକୁ ବୈଗ୍ୟାନିକ ଭାଷାରେ ହାତ ସମାନ ଗଣା ଜାଏ ନାହି |
୩୬ କ ଧାଡ଼ି:
ପାଞ୍ଚ ଆଙ୍ଗୁଳିର ନାମ ଗୁଡିକ
 
* ତର୍ଜନୀ
 
* ମଧ୍ୟମା
 
* ଅନାମିକା
 
* ଛୋଟ ଓ
 
* ବୃଦ୍ଧ
 
=== ମାନ୍ସପେଶି ===
ହାତର ମାନ୍ସପେଶି କୁ ମୁଖ୍ୟତ ଦୁଇ ଭାଗରେ ବିଭକ୍ତ କରା ଜାଏ : ବାହାର ଓ ଭିତର ମନ୍ସପେସି |
"https://or.wikipedia.org/wiki/ହାତ"ରୁ ଅଣାଯାଇଅଛି