"ହାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କିଛି ମିସାଇଲି |
No edit summary
୪ କ ଧାଡ଼ି:
 
ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସ ଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟ ଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳି କୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟ ର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |
 
ଗଠନ
 
ବହୁତ ଗୁଡିଏ ଜନ୍ତୁମାନଙ୍କର ହାତ ସମାନ ଧରିବା ପାଇ ପଞ୍ଝା ଥାଏ | କିନ୍ତୁ ଏହକୁ ବୈଗ୍ୟାନିକ ଭାଷାରେ ହାତ ସମାନ ଗଣା ଜାଏ ନାହି |
 
ବଣ ମଣିଷ ଓ ମାଙ୍କଡ ମାନଙ୍କର ଚାରଟି ହାତ ଅଛି ବୋଲି ଧରା ଜାଏ କାରଣ ତାଙ୍କର ଗୋଡ ଦୁଇ କୁ ମଧ୍ୟ ହାତ ହିସାବରେ ଗଣାଜାଏ | ହାତରେ ବ୍ରୁଧ ଅଙ୍ଗୁଳି ରହିବା ଆବସ୍ୟକ |
"https://or.wikipedia.org/wiki/ହାତ"ରୁ ଅଣାଯାଇଅଛି