"ହାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୁ ଏହାକୁ ଆରମ୍ଭ କଲି |
 
କିଛି ମିସାଇଲି |
୨ କ ଧାଡ଼ି:
 
ଅଙ୍ଗୁଳି ସର୍ବାଧିକ ଶେଷସ୍ନାୟୁ ଧାରଣ କରିଥିବା ଅଙ୍ଗ ଅଟେ | ସବୁଠାରୁ ଅଧିକ ଅବସ୍ଥାପିତ ବଳ ଏହା ଧାରଣ କରିଥାଏ | ଏଣୁ ଏହା ଛୁଇନବା ଈନ୍ଦିୟ ସହ ଜଡିତ | ପ୍ରତେକ ହାତ ଏହାର ବିପରିତ ମଷ୍ତିଷ୍କ ସହ ଜଡିତ |
 
ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସ ଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟ ଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳି କୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟ ର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |
"https://or.wikipedia.org/wiki/ହାତ"ରୁ ଅଣାଯାଇଅଛି