"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୪ କ ଧାଡ଼ି:
}}
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref>
 
 
ପାର୍ବତୀ ଘୋଷ: ପାର୍ବତୀ ଘୋଷ (ଜନ୍ମ: ମାର୍ଚ୍ଚ ୨୮, ୧୯୩୩ ) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା। ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଅାଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଅାମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଅାଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଅାଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
Line ୮୦ ⟶ ୭୯:
 
ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
 
== ଅାଧାର ==
 
== ପରିବାର ==
ପାର୍ବତୀ ଘୋଷ ଓଡ଼ିଆ କଥାଚିତ୍ର ଜଗତର ଅନ୍ୟତମ ଅଭିନେତା [[ଗୌର ଘୋଷ]]ଙ୍କ ଧର୍ମପତ୍ନୀ । ବିବାହ ପୂର୍ବରୁ ସେ ଚପଳା ନାୟକ ନାମରେ ପରିଚିତ ଥିଲେ । ସେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ [[ସ୍ଵରୂପ ନାୟକ]] ଓ [[ସାରଦା ପ୍ରସନ୍ନ ନାୟକ]] ଙ୍କ ଭଉଣୀ ।
 
== କଥାଚିତ୍ର ଜୀବନ ==
[[ଶ୍ରୀ ଜଗନ୍ନାଥ]] (୧୯୫୦) କଥାଚିତ୍ରରେ ଶିଶୁ କଳାକାର ଭାବେ ସେ ପ୍ରଥମେ ଅଭିନୟ କରିଥିଲେ । ସେ ମୋଟ ୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସହ ୬ଟି କଥାଚିତ୍ରର ପ୍ରଯୋଜନା ଓ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶିକା ଭାବେ ସେ ୧୯୮୬ ମସିହାରେ [[ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)|ଛ ମାଣ ଆଠ ଗୁଣ୍ଠ]]ର ନିର୍ଦ୍ଦେଶନା ଦେଇଥିଲେ ।
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
* [[ଶ୍ରୀ ଜଗନ୍ନାଥ]] (୧୯୫୦)
* [[ଆମରି ଗାଁ ଝିଅ]] (୧୯୫୩)
* [[ଭାଇ ଭାଇ]] (୧୯୫୬)
* [[ମା (୧୯୫୯ର ସିନେମା)|ମା]] (୧୯୫୯)
* [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀ]] (୧୯୬୨)
* [[କା (୧୯୬୬ର ଚଳଚ୍ଚିତ୍ର)|କା]] (୧୯୬୫)
* [[ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)|ସ୍ତ୍ରୀ]] (୧୯୬୮)
* [[ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)|ସଂସାର]] (୧୯୭୧)
 
===ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ===
* [[ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)|ଛ ମାଣ ଆଠ ଗୁଣ୍ଠ]] (୧୯୮୬)
* ସାଲବେଗ (୧୯୯୮)
 
== ପୁରସ୍କାର ଓ ସମ୍ମାନ ==
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] (୨୦୦୪)
* ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୪<ref>{{cite web |url= http://www.hindu.com/2008/11/15/stories/2008111550880200.htm |title=The Hindu : Other States / Orissa News : FitFat-2008 award for Uttam Mohanty |first= |last= |work=hindu.com |year=2008 |quote=Eminent film producer and director Parvati Ghosh had received the award in 2004 |accessdate=21 January 2013}}</ref>
 
== ଆଧାର ==