"ଭି.ସୁଜ୍ଞାନୀ କୁମାରୀ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଜଣେ
୮ କ ଧାଡ଼ି:
ଭି.ସୁଜ୍ଞାନୀ କୁମାର ଦେଓ ୧୯୬୧ ମସିହାରେ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ । ଭି.ସୁଜ୍ଞାନୀ କୁମାରୀ ଦେଓ ଲଗାତାର ଭାବେ ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪େ ରେ ବିଧାୟିକା ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ଵିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୦୭୭ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ୧୯୭୭-୧୯୮୦ ପର୍ଯ୍ୟନ୍ତ ସେ ଖଲ୍ଲିେକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ବିଜୁ ଜନତା ଦଳ ତରଫରୁ ୨୦୦୦ ରୁ ୨୦୧୪ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ଶେଷ ଦୁଇ ଥର ପାଇଁ ସେ କବିସୂର୍ଯନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସେ ସଦସ୍ୟ ମଧ୍ୟ ହୋଇଛନ୍ତି । ଏହାସହ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।
==ଅନ୍ୟାନ୍ୟ ସୂଚନା==
ଭି.ସୁଜ୍ଞାନୀ କୁମାର ଦେଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜେଣଜଣେ ସଦସ୍ୟ ମଧ୍ୟ ରହିଛନ୍ତି । ଏହାସହ ୧୯୫୫-୮୬ ପର୍ଯ୍ୟନ୍ତ ଖଲ୍ଲିକୋଟର
Regional Co-Operative Marketing Societyର ସଭାପତି କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି ।