"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୫ କ ଧାଡ଼ି:
 
ପୂର୍ବ ପ୍ରସ୍ତୁତି ମୁତାବକ ସେ ମ୍ୟାକକିନଲେ ଅଭିଯାନରେ ୫ ଜୁନ ୨୦୧୦କୁ ବାହାରିଥିଲେ। ୧୪,୨୦୦ ଫୁଟ ଉଚ୍ଚ ଆରୋହଣ କରିବା ପରେ ସେ ଅସୁସ୍ଥତା କାରଣରୁ ନିଜର ଅଭିଯାନକୁ ୧୮ ଜୁନ ୨୦୧୦ରେ ବନ୍ଦ କରି ଓଡ଼ିଶା ଫେରି ଆସିଥିଲେ। <ref>[http://www.oriyanari.com/id38.html Kalpana Dash, the first oriya to conquer Mount Everest]</ref>.
 
କଳ୍ପନା ଜାନୁୟାରୀ ୧୬, ୨୦୧୫ରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଅକୋନକାଗୁଆ‍‍(Aconcagua) ଛୁଇଁଥିଲେ | ଅକୋନକାଗୁଆ, ଆର୍ଜେଣ୍ଟିନାର ଆଣ୍ଡେସ୍ ପର୍ବତମାଳାରେ ଅବସ୍ଥିତ | ଏହାର ଉଚ୍ଚତା ୬୯୬୦.୮ମିଟର | ମାଉଣ୍ଟ ଅକୋନକାଗୁଆ‍‍ ଅଭିଯାନରେ ଥିବା ୧୩ ଜଣ ପର୍ବତାରୋହୀଙ୍କ ମଧ୍ୟରେ କଳ୍ପନା ଏକ ମାତ୍ର ମହିଳା ପର୍ବତାରୋହୀ ଥିଲେ | ଜାନୁୟାରୀ ୪, ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ‍‍ ଚଢିବାର ନିଜ ଅଭିଯାନ ଆରମ୍ଭ କରିଥିଲେ | ୧୨ ଦିନର ଅଭିଯାନ ପରେ ୧୬ ଜାନୁୟାରୀ ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ‍‍ ଶୃଙ୍ଗ ଛୁଇଁଥିଲେ | <ref>http://odishasuntimes.com/2015/01/26/odisha-mountaineer-kalpana-dash-scales-mt-aconcagua/</ref>
== ଆଧାର ==
{{ଆଧାର}}