"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
No edit summary
୧୩ କ ଧାଡ଼ି:
| occupation = ଅଭିନେତ୍ରୀ
}}
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref>
 
 
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June 2014}}</ref> ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍]]ର ଅଭିନେତ୍ରୀ ଓ ପ୍ରଥମ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶିକା ।<ref name=sambad>{{cite news|title=ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ 'ଛମାଣ ଆଠଗୁଣ୍ଠ'|accessdate=୧୮ ଜୁନ ୨୦୧୪|newspaper=ସମ୍ବାଦ|date=୮ ଅକ୍ଟୋବର ୧୯୮୫}}</ref> ସେ ଚପଳା ନାୟକ ଓ ଚନ୍ଦନା ବାନାର୍ଜୀ ନାମରେ ମଧ୍ୟ ଅଭିନୟ କରିଛନ୍ତି ।<ref>{{cite web|url=http://www.gourparbati.com/parbati_ghose.php|title=Parbati Ghose|publisher=|accessdate=21 December 2015}}</ref>
ପାର୍ବତୀ ଘୋଷ: ପାର୍ବତୀ ଘୋଷ (ଜନ୍ମ: ମାର୍ଚ୍ଚ ୨୮, ୧୯୩୩ ) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା। ଓଡ଼ିଆ ନାଟକ ମମତା ଓ ହିନ୍ଦୀ ନାଟକ ଦୋ ଅାଁସୁରେ ପାଞ୍ଚ ବର୍ଷ ବୟସରୁ ଅଭିନୟ କରିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ଅାମରି ଗାଁ ଝିଅ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଅାଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି।ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଅାଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି
ବିବାହ ଓ ପରିବାର:
ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ବଗ'ତ ଗୌର ଘୋଷଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରେର ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଅାରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। ମଣିମାଳା ଏବଂ ବବି ଚଳଚ୍ଚିତ୍ର ରିଲିଜ୍ ହେବା ପରେ ପାର୍ବତୀ ଏବଂ ଗୌର ଘୋଷଙ୍କ ଯୋଡି ହିଟ୍ ଯୋଡି ଭାବେ ପରିଚିତ ଲାଭ କରିଥିଲା। ତାଙ୍କର ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଅାଠ ଭାଇ ଓ ଭଉଣୀ ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ବରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।
==ଚଳଚ୍ଚିତ୍ର ଜୀବନ==
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଅାରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ଶ୍ରୀ [[ଜଗନ୍ନାଥ]] ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଅାରମ୍ଭ ହୋଇଛି। ଅାମରି ଗାଁ ଝିଅ (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଅାଧାରିତ ଥିଲା ଭାଇଭାଇ (୧୯୫୬), ମା (୧୯୫୯),"କା (୧୯୬୬), ସ୍ତ୍ରୀ (୧୯୬୮), ଅମର ପ୍ରେମ (୧୯୭୭) ଏବଂ ସଂସାର (୧୯୭୩) ଅାଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ଲକ୍ଷ୍ମୀ (୧୯୬୩) ଲକ୍ଷ୍ମୀ, କା ଏବଂ ସ୍ତ୍ରୀ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ସଂସାର ସିନେମାରେ ସେ ନିଜ ସ୍ବାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ପ୍ରଶ୍ନ ଏବଂ ସୋପାନ ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଅାଧାର କରି ନିର୍ମିତ ହୋଇଥିବା ଛମାଣ ଅାଠ ଗୁଣ୍ଠ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ସେ କେବଳ ସିନେମା ଦୁନିଅାରେ ସୀମିତ ନ ଥିଲେ। ଅାଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ପ୍ରଶଂସନୀୟ ନାହିଁ ତ ହୃଦୟଟିଏ ଅାଲବମ୍ରେ ସେ ନିର୍ଦ୍ଦେଶନା ଦେ ଛନ୍ତି ୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳି ନାହିଁ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ ସାଲବେଗ (୧୯୯୯) ସିନେମା ହେଉଛି ତାଙ୍କ ଅଭିନୀତ ଶେଷ ସିନେମା
ଓଡ଼ଇା ଚଳଚ୍ଚିତ୍ର ଦୁନିଅାକୁ ଅବଦାନ
ପ୍ରଯୋଜିକା:
୧୯୮୬ - ଛମାଣ ଅାଠ ଗୁଣ୍ଠ
୧୮୭୩ - ସଂସାର
୧୯୬୮- ସ୍ତ୍ରୀ
୧୯୬୬ -ଲକ୍ଷ୍ମୀ (ସହ ପ୍ରଯୋଜିକା)
୧୯୫୮ - ମା (ସହ ପ୍ରଯୋଜିକା)
ନିର୍ଦ୍ଦେଶିକା:
୧୯୮୬ - ଛମାଣ ଅାଠ ଗୁଣ୍ଠ
୧୮୭୩ - ସଂସାର
ଅଭିନେତ୍ରୀ:
୧୯୮୬ - ଛମାଣ ଅାଠ ଗୁଣ୍ଠ (ସାରିଅା)
୧୮୯୪ - ଡୋରା
୧୯୭୭ - ଅମର ପ୍ରେମ (ଅତିଥି କଳାକାର)
୧୮୭୩ - ସଂସାର
୧୯୬୮ - ସ୍ତ୍ରୀ (ଅନୁରାଧା)
୧୯୬୬ - କା
୧୯୬୨ - ଲକ୍ଷ୍ମୀ (ଅଳକା)
୧୯୫୮ - ମା
୧୯୫୬ - ଭା ଭା
୧୯୫୦ - ଶ୍ରୀ ଜଗନ୍ନାଥ (ଶିଶୁ କଳାକାର)
ଲେଖିକା:
୧୯୮୬ - ଛମାଣ ଗୁଣ୍ଠ (ସଂଳାପ)
ସଂଗୀତ:
୧୯୮୬ - ଛମାଣ ଅାଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
ସମ୍ମାନ ଓ ସ୍ବୀକୃତି
ଲାୟନସ୍ ଅାଓ୍ବାର୍ଡ (୧୯୭୦)
ଜୟଦେବ ପୁରସ୍କାର (୧୯୮୮)
ବେଙ୍ଗଲ ଫିଲ୍ମ୍ ଜର୍ଣ୍ଣାଲିଷ୍ଟ୍ ଅାସୋସିଏସନ୍ ଅାଓ୍ବାର୍ଡ
ଓଡ଼ିଶା ସିନେ କ୍ରିଟିକ୍ ଅାଓ୍ବାର୍ଡ (୧୯୯୮)
ଜାତୀୟ ଓଡ଼ଇା ଚଳଚ୍ଚିତ୍ର ପୁରସ୍କାର
ଅାଧାର
ଓଡ଼ଇା ମୁଭି ଡାଟା ବେସ୍
ଦ ସନ୍ଡେ ଣ୍ଡିଅାନ୍
ବିଶାଖା ଓ୍ବାର୍ଡ ପ୍ରେସ୍
 
== ପରିବାର ==