"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
}}
 
'''ସଂଯୁକ୍ତା ପାଣିଗ୍ରାହୀ''' (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) <ref>[http://www.odissivilas.org/panigrahi.htm Sanjukta at odissivilas]</ref> ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ [[ଭାରତୀୟ ଶାସ୍ତ୍ରୀୟ ନାଟ]] [[ଓଡ଼ିଶୀ]] ନାଟଶିଳ୍ପୀଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ପହଞ୍ଚାଇବାରେ ନିଜକୁମହତ୍ତ୍ଵପୁର୍ଣ୍ଣ ସମର୍ପିଭୁମିକା ଦେଇଥିଲେବହନ କରିଥିଲେ <ref>[http://www.indianexpress.com/res/web/pIe/ie/daily/19970625/17650503.html Sanjukta: the danseuse who revived Odissi] ''[[Indian Express]]'', June 25, 1997.</ref><ref name=ny>[http://query.nytimes.com/gst/fullpage.html?res=9404E7D81E30F935A35754C0A961958260 Sanjukta Panigrahi, Indian Dancer, 65] ''[[New York Times]]'', July 6, 1997.</ref>
 
ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ଵରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ସେ ମଧ୍ୟ ୧୯୭୬ ରେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।
 
 
== ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା ==