"ଜୋଆନ ଅଫ ଆର୍କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଧିକ ତ‌ଥ୍ୟ ଦିଆଗଲା
(ଅଧିକ ତ‌ଥ୍ୟ ଦିଆଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
 
| website = <!-- {{URL|example.com}} -->
}}
'''ଜୋଆନ ଅଫ ଆର୍କ''' ବା '''ସନ୍ଥ ଜୋଆନ ଅଫ ଆର୍କ''', ବା '''ଓରଲିଆନସ କନ୍ୟା''' (ଇଂରାଜୀ ଭାଷାରେ '''Joan of Arc''' ({{lang-fr|link=no|'''Jeanne d'Arc'''}},<ref> ତାଙ୍କ ନାମ ବିଭିନ୍ନ ପ୍ରକାର ଲେଖାଯାଉଥିଲା, ବିଶେଷତଃ ଉନବିଂଶ ଶତାବ୍ଦୀ ପୂର୍ବରୁ । ତାଙ୍କ ଦସ୍ତଖତରେ ଜେହାନ ଲେଖା ଥିଲା (see [http://www.stjoan-center.com/Album/part47.html www.stjoan-center.com/Album/, parts 47] and [http://www.stjoan-center.com/Album/part49.html 49]; it is also noted in Pernoud and Clin).</ref> {{IPA-fr|ʒan daʁk|IPA}}; 6 January c. 1412<ref name=birthdate>Modern biographical summaries often assert a birthdate of 6 January for Joan, which is based on a letter from Lord Perceval de Boulainvilliers on 21 July 1429 (see Pernoud's ''Joan of Arc By Herself and Her Witnesses'', p. 98: "Boulainvilliers tells of her birth in Domrémy, and it is he who gives us an exact date, which may be the true one, saying that she was born on the night of Epiphany, 6 January").</ref>&nbsp;– 30 May 1431), ଡାକ ନାମ ବା ନିକନେମ ଥିଲା ମେଡ ଅଫ ଓରଲିନସ ("'''The Maid of Orléans'''" ଫରାସୀ ଭାଷାରେ {{lang-fr|link=no|La Pucelle d'Orléans}}) ଓ ତାଙ୍କୁ ଶହେ ବର୍ଷର ଯୁଦ୍ଧରେ ([[Hundred Years' War]], ୧୪୩୫-୫୩) ଫ୍ରାନସର ହିରୋଇନ ବା ନାୟିକା ଅଭିହିତ କରାଯାଇଥିଲା । ତାଙ୍କୁ ରୋମାନ କାଥିଲିକ ଚର୍ଚ୍ଚର ସନ୍ଥ ମାନୁଥିଲେ । ତାଙ୍କ ପିତା ମାତାଙ୍କ ନାମ ଯଥାକ୍ରମେ [[ଜାକୁଇସ ଡି ଆର୍କ]] ([[:en:Jacques d'Arc|Jacques d'Arc]]) ଓ [[ଇସାବେଲା ରୋମି]] ([[:en:Isabelle Romée|Isabelle Romée]]) ଥିଲା ଓ ସେମାନେ ଉତ୍ତର-ପୂର୍ବ ଫ୍ରାନସରେ ବାସ କରୁଥିଲେ । ଜୋଆନ କ‌ହୁଥିଲେ, ସେ ଅନ୍ତର୍ଦୃଷ୍ଟିରେ ଆରକାଞ୍ଜେଲ, ମାଇକେଲ, ସନ୍ଥ ମାର୍ଗାରେଟ ଓ ଆଲେକଜାଣ୍ଡ୍ରିଆର ସନ୍ଥ କାଥେରିନ ଇତ୍ୟାଦି ଲୋକ ତାଙ୍କୁ ଚାର୍ଲସ ୭ଙ୍କୁ ସମର୍ଥନ ଦେଇ ଇଂଲଣ୍ଡ କବଳରୁ ଫ୍ରାନସକୁ ମୁକ୍ତ କରିବାକୁ କ‌ହୁଥିଲେ । ରିଲିଫ ଦେବା ଆଳରେ ମୁକୁଟ ବିହୀନ ରାଜା ଚାର୍ଲସ ୭ ତାଙ୍କୁ ଅର୍ଲିନସକୁ ମୁକ୍ତ କରିବାକୁ ପଠେଇଥିଲେ । କେବଳ ୯ ଦିନ ପରେ ଅର୍ଲିନସ ମୁକ୍ତ ହୋଇଥିଲା । ଶୀଘ୍ରାତିଶୀଘ୍ର ଅନ୍ୟ କେତେକ ଅଞ୍ଚଳ ମୁକ୍ତ ହେବା ପରେ ଚାର୍ଲସ ୭ଙ୍କର ରେମ ସ୍ଥାନରେ ରାଜ୍ୟାଭିଷେକ ହୋଇଥିଲା । ଏହି ଘଟଣା ପରେ ଫରାସୀ ଲୋକଙ୍କର ମନୋବଳ ବୃଦ୍ଧି ପାଇଲା ଓ ଅବଶେଷରେ ଫ୍ରାନସର ବିଜୟ ହେଲା
 
ଜୋଆନ କ‌ହୁଥିଲେ, ସେ ଅନ୍ତର୍ଦୃଷ୍ଟିରେ ଆରକାଞ୍ଜେଲ, ମାଇକେଲ, ସନ୍ଥ ମାର୍ଗାରେଟ ଓ ଆଲେକଜାଣ୍ଡ୍ରିଆର ସନ୍ଥ କାଥେରିନ ଇତ୍ୟାଦି ଲୋକ ତାଙ୍କୁ ଚାର୍ଲସ ୭ଙ୍କୁ ସମର୍ଥନ ଦେଇ ଇଂଲଣ୍ଡ କବଳରୁ ଫ୍ରାନସକୁ ମୁକ୍ତ କରିବାକୁ କ‌ହୁଥିଲେ । ରିଲିଫ ଦେବା ଆଳରେ ମୁକୁଟ ବିହୀନ ରାଜା ଚାର୍ଲସ ୭ ତାଙ୍କୁ ଅର୍ଲିନସକୁ ମୁକ୍ତ କରିବାକୁ ପଠେଇଥିଲେ । କେବଳ ୯ ଦିନ ପରେ ଅର୍ଲିନସ ମୁକ୍ତ ହୋଇଥିଲା । ଶୀଘ୍ରାତିଶୀଘ୍ର ଅନ୍ୟ କେତେକ ଅଞ୍ଚଳ ମୁକ୍ତ ହେବା ପରେ ଚାର୍ଲସ ୭ଙ୍କର ରେମ ସ୍ଥାନରେ ରାଜ୍ୟାଭିଷେକ ହୋଇଥିଲା । ଏହି ଘଟଣା ପରେ ଫରାସୀ ଲୋକଙ୍କର ମନୋବଳ ବୃଦ୍ଧି ପାଇଲା ଓ ଅବଶେଷରେ ଫ୍ରାନସର ବିଜୟ ହେଲା ।
 
କମ୍ପିୟେନ ସ୍ଥାନରେ ଇଂରେଜମାନେ ତାଙ୍କୁ ଧରି ନେଇ ଡାହାଣୀ ଆଖ୍ୟା ଦେଇ ଜୀବାନ୍ତ ଜଳେଇ ଦେଇଥିଲେ । ସେତେବେଳେ ତାଙ୍କର ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ଏହି ଘଟଣାର ୨୪ ବର୍ଷ ପରେ ଚାର୍ଲସ୍ ୭ଙ୍କର ଅନୁରୋଧକ୍ରମେ ପୋପ କଲିକ୍ଟସ ତୃତୀୟଙ୍କୁ ଅନୁରୋଧ କଲେ ଜୋଆନଙ୍କୁ ନିର୍ଦ୍ଦଷ ଘୋଷଣା କରି ଥିଲେ ଓ ସ‌ହୀଦ ଘୋଷଣା କରିଥିଲେ । ସନ ୧୯୨୦ରେ ତାଙ୍କୁ ସନ୍ଥ ଉପାଧୀ ଦେଇ ସମ୍ମାନିତ କରାଯାଇଥିଲା।
 
 
୧୧,୭୫୭

ଗୋଟି ସମ୍ପାଦନା