"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶ୍ରେଣୀ
୧୫ କ ଧାଡ଼ି:
| occupation = ଅଧ୍ୟାପିକା
| language = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| ethnicity = <!--[[Image:Seal of Orissa.gif|25px]]-->[[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = {{flag|ଭାରତୀୟ}}
| education = ସ୍ନାତକୋତ୍ତର (ଅର୍ଥନୀତି)<ref>{{cite web |url= http://www.womenswriting.com/WomensWriting/AuthorProfileDetail.asp?AuthorID=266 |title=Women's Writing |first= |last=|work=womenswriting.com|quote=She graduated from Ravenshaw College with a master’s degree in economics in 1959 |accessdate=8 January 2013}}</ref>
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]]
୩୦ କ ଧାଡ଼ି:
| influences =
| influenced =
| awards = [[ସାରଳା ପୁରସ୍କାର]]<br />[[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]<br />[[ଶାରଳା ପୁରସ୍କାର]]
| signature =
| signature_alt =
୩୭ କ ଧାଡ଼ି:
}}
 
'''ବୀଣାପାଣି ମହାନ୍ତି''', (ଜନ୍ମ: ୧୧ ନଭେମ୍ବର ୧୯୩୬)<ref>{{cite web |url= http://www.orissadiary.com/personality/writer/BINAPANIMOHANTY%20.asp |title=BINAPANI MOHANTY |first= |last=|work=orissadiary.com|quote=Smt. Binapani Mohanty was born on November 11, 1936. |accessdate=810 JanuaryMarch 20132017}}</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ [[ବ୍ରହ୍ମପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।
 
 
== ପ୍ରାରମ୍ଭିକ ଜୀବନ ==
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି । <ref> Binapani Mohanty - Sahitya Akademi </ref>
 
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି ।
<ref> Binapani Mohanty - Sahitya Akademi </ref>
 
== ସାହିତ୍ୟ ସର୍ଜନା ==
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" [[ପ୍ରଜାତନ୍ତ୍ର]] ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି [[ବାଲେଶ୍ଵର]] କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି [[ଭୁବନେଶ୍ଵର]]ର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
== ରଚନାବଳୀ ==
{{Multicol}}
=== ଗପ ===
* କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
Line ୬୧ ⟶ ୫୯:
* ବହ୍ନି ବଳୟ
* ଉତ୍ତରାୟଣ
{{Multicol-break}}
=== ଉପନ୍ୟାସ ===
* ସୀତାର ଶୋଣିତ
Line ୬୬ ⟶ ୬୫:
* କୁନ୍ତି କୁନ୍ତଳା ଶକୁନ୍ତଳା
=== ଆତ୍ମଜୀବନୀ ===
* ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)
{{Multicol-end}}
 
== ସମ୍ମାନ ଓ ପୁରସ୍କାର ==
* [[ସାରଳାଶାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* [[ଓଡ଼ିଶା ସାହିତ୍ୟ ଏକାଡ଼େମିଏକାଡେମୀ ପୁରସ୍କାର]], - ୧୯୬୮୧୯୬୯ ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award1.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=10 March 2017}}</ref>
* [[କେନ୍ଦ୍ର ସାହିତ୍ୟ ଏକାଡ଼େମିଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
* ସାହିତ୍ୟ ଭାରତୀ ସମ୍ମାନ
* ଧରିତ୍ରୀ ସମ୍ମାନ -, ୧୯୮୦<ref>{{cite newsweb|title=ସୃଜନ-ଆଳାପ|accessdate=4ଅନୁଭୂତିରେ Januaryଜର୍ଜରିତ 2016ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ|url=http://www.dharitri.com/sahityayan/261215/p7.htm|newspaperpublisher=ଧରିତ୍ରୀ, ସାହିତ୍ୟାୟନସାହିତ୍ୟାୟାନ|accessdate=10 ଡିସେମ୍ବରMarch ୨୬,୨୦୧୫-ଜାନୁଆରୀ ୮,୨୦୧୬2017|date=26 ପୃଷ୍ଠାDecember 2015}}</ref>
 
== ଆଧାର ==
{{ଆଧାରReflist|30em}}
{{ସାରଳାଶାରଳା ପୁରସ୍କାର}}
{{Authority control}}
 
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଗାଳ୍ପିକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]