"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବିକାଶଓଝା (ଆଲୋଚନା) ଙ୍କ ଦେଇ କରାଯାଇଥିବା 266706 ସଙ୍କଳନଟି ପଛକୁ ଫେରାଇନ...
No edit summary
୩୮ କ ଧାଡ଼ି:
 
'''ବୀଣାପାଣି ମହାନ୍ତି''', <ref>{{cite web |url= http://www.orissadiary.com/personality/writer/BINAPANIMOHANTY%20.asp |title=BINAPANI MOHANTY |first= |last=|work=orissadiary.com|quote=Smt. Binapani Mohanty was born on November 11, 1936. |accessdate=8 January 2013}}</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ [[ବ୍ରହ୍ମପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।
 
 
== ପ୍ରାରମ୍ଭିକ ଜୀବନ ==
 
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି
 
 
 
 
== ସାହିତ୍ୟ ସର୍ଜନା ==