"ମାଧବୀ ଦାସୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଲିଙ୍କ ଟ୍ୟାଗ: 2017 source edit |
||
୪୪ କ ଧାଡ଼ି:
== ଜନ୍ମ ଓ ଜୀବନ ==
ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।<ref name=":0">[http://odisha.gov.in/e-magazine/Srimandir/srimandirenglish/Epdf/Ech10.pdf Hymns to Jagannatha : Madhavi Dasi], Srimandir </ref> ସେ [[ଚୈତନ୍ୟ]]ଙ୍କ ପ୍ରସିଦ୍ଧ ସହଚର [[ରାମାନନ୍ଦ ରାୟ|ରାୟ ରାମାନନ୍ଦ
ପରେ ମାଧବୀ ଦାସୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । <ref name=":2">[http://shodhganga.inflibnet.ac.in/bitstream/10603/119345/8/08_chapter%204.pdf ଶୋଧଗଙ୍ଗା]</ref>ଚୈତନ୍ୟ ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ । ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳକୁ ଫେରିଯାଇ ସେଠାରେ ଗଙ୍ଗା ନଦୀରେ ବୁଡ଼ି ଜୀବନ ତ୍ୟାଗ କରିଥିଲେ ।<ref name=":1" /> କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିବା ଶତ୍ରୁତାର ସୂଚକ । <ref name=":2" />
|