"ମାଧବୀ ଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୦ କ ଧାଡ଼ି:
 
== ରଚନା ==
ମାଧବୀ ଦାସୀଙ୍କ ରଚନା ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି - ଏହି ତିନିଗୋଟି ଭାଷାରେ ପ୍ରାପ୍ତ ହୋଇଛି । ତାଙ୍କ କାଳରେ ଏମିତି ଏକାଧିକ ଭାଷାରେ ରଚନା କରିବା ପ୍ରଚଳିତ ଥିଲା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମାର୍ଗର ଧାରା ସହ ସାମଞ୍ଜସ୍ୟ ଦେଖାଏ । ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ରିତ କରି ସେ ଅନେକ ଜଣାଣ ଓ ଭଜନ ରଚନା କରିଥିଲେ । ତାଙ୍କ କବିତାଗୁଡ଼ିକରୁ ପୁରାଣରେ ତାଙ୍କ ଦକ୍ଷତା ଦେଖିହୁଏ । ଏହା ଛଡ଼ା ସେ କେତେଗୋଟି କୀର୍ତ୍ତନ ମଧ୍ୟ ରଚନା କରିଥିବା ଦେଖାଯାଏ । ତାଙ୍କର କେତୋଟି ବଙ୍ଗାଳୀ ରଚନା ପଦ କଳ୍ପତରୁ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ । ଏହା ଛଡ଼ା କେବଳ ତାଙ୍କ ଲିଖିତ କୌଣସି ଗ୍ରନ୍ଥସମ୍ପୂର୍ଣ୍ଣ କାବ୍ୟ ବା ସଂକଳନ ଏଯାବତ୍ ମିଳିନାହିଁ ।
 
ଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ, ଯେପରି-
 
ସଙ୍ଗୀତ ଦୃଷ୍ଟିରୁ ମାଧବୀଙ୍କ ରଚନାରେ
* ଚକାନୟନ ହେ ଜଗୁଜୀବନ ଶ୍ରୀହରି
* ଶ୍ରୀନନ୍ଦନନ୍ଦନ ସେ ଜଗବନ୍ଦନ
* ରାଧାମାଧବ ବିଳସଇ
* କଳହ କରିୟା ଛଳା
 
==ଆଧାର==