"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

-ଶ୍ରେଣୀ:ଓଡ଼ିଶାର ସହର ଓ ନଗର; ±ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା→[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲାର ଗାଆଁ ଓ...
ଟିକେ (Bot: Automated text replacement (-ଓଡିଶା +ଓଡ଼ିଶା))
(-ଶ୍ରେଣୀ:ଓଡ଼ିଶାର ସହର ଓ ନଗର; ±ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା→[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲାର ଗାଆଁ ଓ...)
| subdivision_name2 = [[କେନ୍ଦ୍ରାପଡ଼ା ଜିଲ୍ଲା]]
| established_title = <!-- Established -->
| established_date = ୧୦ ମାର୍ଚ୍ଚ ୧୮୬୯
| founder =
| named_for =
| elevation_footnotes =
| elevation_m = ୧୩
| population_total = ୪୧୪୦୪47006
| population_as_of = ୨୦୦୧
| population_rank =
| population_demonym =
| population_footnotes =
| demographics_type1 = Languagesଭାଷା
| demographics1_title1 = Officialସରକାରୀ
| demographics1_info1 = [[Odiaଓଡ଼ିଆ languageଭାଷା|ଓଡ଼ିଆ]]
| timezone1 = [[Indian Standard Time|IST]]
| utc_offset1 = +୫:୩୦
}}
 
'''କେନ୍ଦ୍ରାପଡ଼ା''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର ମୁଖ୍ୟ ପ୍ରଶାସନିକ ସହର ।
==ଇତିହାସ==
 
ବ୍ରିଟିଶ ଶାସନ ସମୟରେ ୧୦ ମାର୍ଚ୍ଚ ୧୮୬୯ରେ କେନ୍ଦ୍ରାପଡା ପୌରପାଳିକା ଗଠିତ ହେଇଥିଲା ।<ref>{{cite web|title=ପୁରାତନ ପୌରପାଳିକା ସ୍ଥିତି ଦୟନୀୟ|url=http://www.dharitri.com/epaper/310814/p9.htm|publisher=ଧରିତ୍ରୀ|accessdate=8 March 2017}}</ref>
== ଭୌଗଳିକ ସ୍ଥିତି ==
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର]]
୧୦.୮୬ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଅଞ୍ଚଳ ୨୧ଟି ୱାର୍ଡ଼କୁ ନେଇ ଗଠିତ ।
ଏହି ଜିଲ୍ଲାର [[ଭୌଗଳିକ ଦିଗବାରେଣି]]: {{Coord|20.50|N|86.42|E|}} । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ {{m to ft|13|m|abbr=on}} ଉଚ୍ଚତାରେ ଅଛି I [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ଯାଜପୁର ଜିଲ୍ଲା|ଯାଜପୁର]], [[କଟକ ଜିଲ୍ଲା|କଟକ]] ଓ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]] ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ [[ବଙ୍ଗୋପସାଗର]] ଏହାର ଏକ ଭାଗରେ ରହିଛି । ଧାମରା ମୁହାଣ ଠାରୁ ବତୀଘର ଯାଏ ୪୮ କି.ମି ବିସ୍ତୃତ ତଟ ରେଖା।
 
=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।
ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।
 
== ଯୋଗାଯୋଗ ଓ ପରିବହନ ==
 
== ସଂସ୍କୃତି ଏବଂ ପରମ୍ପରା ==
କେନ୍ଦ୍ରାପଡାକେନ୍ଦ୍ରାପଡ଼ା ଲକ୍ଷ୍ମୀ ପୂଜା ଓ [[ରସାବଳି]] ପାଇଁ ଓଡ଼ିଶାରେ ଜଣାଶୁଣା ।
 
== ଦର୍ଶନୀୟ ସ୍ଥାନ ==
* [[ବଳଦେବଜୀଉ ମନ୍ଦିର]]
* କେନ୍ଦ୍ରାପଡାରେ ରେ ଥିବା [[ଭିତରକନିକା]] (କୁମ୍ଭୀର ଅଭୟାରଣ୍ୟ) ହେଉଛି ସାରା ଭାରତ ପ୍ରସିଦ୍ଧ ।
 
== ଆଧାର ==
{{ଓଡ଼ିଶାର ସହର}}
 
[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲାଜିଲ୍ଲାର ଗାଆଁ ଓ ସହର]]
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]
୨୪,୫୧୫

ଗୋଟି ସମ୍ପାଦନା