"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ + ଅଧିକ ତଥ୍ୟ
୧୫ କ ଧାଡ଼ି:
|ends =
|date = ଅଗଷ୍ଟ-ସେପ୍ଟେମ୍ବର
|date2014 = ୩୦ ଅଗଷ୍ଟ (ଶନିବାର)
|date2015 = ୧୮ ସେପ୍ଟେମ୍ବର (ଶୁକ୍ରବାର)
|date2016 = ୬ ସେପ୍ଟେମ୍ବର (ମଙ୍ଗଳବାର)
|date2017 = ୨୬ ଅଗଷ୍ଟ (ଶନିବାର)
|date2015date2018 = = ୧୮୧୪ ସେପ୍ଟେମ୍ବର (ଶୁକ୍ରବାର)
|date2019 = ୦୩ ସେପ୍ଟେମ୍ବର (ମଙ୍ଗଳବାର)
|celebrations = ୧ଟି ଦିନ
|observances =
୨୯ କ ଧାଡ଼ି:
[[File:Arisha Pitha.JPG|thumb|ନୂଆଖାଇରେ ଭୋଗ ଲାଗୁଥିବା [[ଆରିସା ପିଠା]] ।]]
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ [[ଚାଷୀ]]ମାନେ ଏହାକୁ ପାଳନ କରିଥାନ୍ତି ।<ref>{{cite web |url= http://articles.timesofindia.indiatimes.com/2011-09-01/bhubaneswar/29952799_1_paddy-farming-heavy-farmers-offer |title=Rain uplifts spirits on Nuakhai eve - Times Of India |first= Ashok |last= Pradhan|work=indiatimes.com |year=2011 |quote=Nuakhai is celebration of harvest |accessdate=16 September 2012}}</ref> ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "[[ତିଥି]]" ନିର୍ଣ୍ଣୟ କରି ପୂଜା ଆଦି ସହ [[ଆରିସା ପିଠା]] ଭୋଗ କରାଯାଇଥାଏ ।
=== ସାମାଜିକ ଏକତା ସୃଷ୍ଟି ଦିଗରେ ନୂଆଖାଇ ର ତାପ୍ତର୍ଜ ===
ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସାଗର ରସହରର ପଡା ଅଞ୍ଚଳ ରେଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ପରେ ପରିବାର ରପରିବାରର ମ୍ଯଖୀ ଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସଋ ପରିବାର ରପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶିର୍ନ୍ବାଦଆଶିର୍ବାଦ ଗ୍ରହଣ କରନ୍ତି ।ପରେ। ପରେ ପିଠା ପାନାପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡୋଶୀ ରେପଡୋଶୀରେ ଥିବା ସମସ୍ତ ବୟୋଜେଷ୍ଠବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟ ରେସମୟରେ ଗ୍ରାମ ବା ପଡା ରପଡାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାନ୍ତି । ପରିବାର ମଧ୍ୟ ରେ ମଧ୍ୟ ଥିବା ମତଭେଦ ଏହି ସମୟ ରେ ସମାଧାନ ହେଇଥାଏ ।<ref> What ever may be the fact it is a celebration of the mass. People forget their personal differences and greet each other in this point of view Nua-Khai is not just welcoming the new rice-paddy it is a festival which welcomes general happiness and mass development of the society. People may stay in far of lands, for there livelihood, but in the Nua-Kahi they must come to celebrate this festival with other members of the family with pageantry.http://orissadiary.com/orissa_profile/ori_festival/sep/Nuakhai.asp</ref> ସମସ୍ତେ ପୁଣି ଏକଜୁଟ ହେଇ ରହନ୍ତି । ଏହା ନବାନ୍ନ ପର୍ବ ରପର୍ବର ଏକ ବିଶେଷତା ।
 
== ଦଶହରା ସମୟ ରେସମୟରେ ନବାନ୍ନ ==
ପୁରା କାଳ ରୁକାଳରୁ ନବାନ୍ନ ସମୟ ରେସମୟରେ ପରିବାର ର ସମସ୍ତେ ଏକାଠି ନବାନ୍ନ ଗ୍ରହଣ ରଗ୍ରହଣର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହ କୁ ଆସୁଥିଲେ ।<ref>http://orissadiary.com/orissa_profile/ori_festival/sep/Nuakhai.asp</ref> ଆଗ କାଳ ରେ ପୁଅ ଝିଅ ମାନେ ପ୍ରାୟତଃ ବେସୀ ଦୂର ରେ ରାହୁନଥିବାରୁରହୁନଥିବାରୁ ଏହା ସମ୍ଭବ ହେଇ ପାରୁଥିଲା । କିନ୍ତୁ ଏବେ ଯୁଗ ର ପରିବର୍ତନ ସହ ଅନେକ ଘରେ ପୁଅ , ବହୁ , ଝିଅ ମାନେ ବହୁ ଦୂର ଦୁରନ୍ତ ରେଦୁରାନ୍ତରେ ନିଜର ଜୀବିକା ସ୍ଥଳୀ ରେସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ର ରେକ୍ଷେତ୍ରରେ ନବାନ୍ନ ସମୟ ରେସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହ କୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ର ରେକ୍ଷେତ୍ରରେ ସେହି ପରିବାର ଦଶହରା ରଦଶହରାର ଅଷ୍ଟମୀ ତିଥି ରେତିଥିରେ ନବାନ୍ନ ଯଥାରିତ ପାଳନ କରନ୍ତି ।
 
== ଲଗ୍ନ ==
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।<ref>{{cite web |url= http://www.nuakhai.org/about_the_festival.htm |title=About the Festival of Nuakhai – The Ethnic Harvesting Festival of Orissa state in India. Genesis, history and socio cultural heritage behind Nuakhai or Nabanna by Oriya people |first= |last= |work=nuakhai.org |year=2010 [last update] |quote=NUAKHAI in each of these states was being observed according to the “State Almanac”. There was no common day for this culturally contiguous vast area in Western Orissa. |accessdate=25 September 2012}}</ref>
 
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ [[ବିଜୁ ପଟ୍ଟନାୟକ]] ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।<ref>{{cite web |url= http://orissa.gov.in/e-magazine/Orissareview/sept-oct2007/engpdf/Pages43-51.pdf|title=Nuakhai : An Epitome of the Great Tradition of India|first= Dr. Chitrasen|last= Pasayat| year=2007 |quote=Nuakhai now being observed on the fifth day of the second fortnight of Bhadrava, was unquestionably given a new look of homogeneity and uniformity by the then Biju Patnaik Government in 1991|accessdate=25 September 2012}}</ref>
୬୫ କ ଧାଡ଼ି:
 
== ଆଧାର ==
{{ଆଧାରReflist|230em}}
 
==ଅଧିକ ତଥ୍ୟ==
* [http://www.dharitri.com/epaper/300814/p9.htm କୃଷିଭିତ୍ତିକ ପର୍ବ (ପତରରେ ନୂଆଁ ଖାଇ)]
{{ହିନ୍ଦୁ ପର୍ବ}}
 
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି