"ଲଜ୍ଜା (ଉପନ୍ୟାସ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Saileshpat (ଆଲୋଚନା | ଅବଦାନ) No edit summary |
Saileshpat (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି:
{{Infobox Book|name=
'''''ଲଜ୍ୟା '''''({{Lang-bn|লজ্জা}} ''Lôjja'') (''Shame'') [[ତସଲିମା ନସରିନ]]<nowiki/>ଙ୍କ ଦ୍ଵାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ''ଲୋଜା '' ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରଯାଇଥିଲା ।<ref>[https://query.nytimes.com/gst/fullpage.html?res=9904E1D9143AF93BA35755C0A962958260 Bangladesh Seeks Writer, Charging She Insults Islam], ''New York Times'', 8 June 1994.</ref><ref>[https://www.nytimes.com/books/97/05/11/reviews/30906.html Book Review], ''New York Times'', 28 August 1994.</ref> ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା । <ref>[https://query.nytimes.com/gst/fullpage.html?res=9E05E0DA143DF930A25750C0A962958260&sec=&spon=&pagewanted=4 ENCOUNTERS; Crossing Cultures: The Complex Life of a Man of All Things] ''New York Times'', 13 March 1994.</ref> ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।<ref>[https://query.nytimes.com/gst/fullpage.html?res=9904E1D71F3CF935A35754C0A962958260 Censorship by Death] ''New York Times'', 6 July 1994.</ref>
|