"କ୍ୟାଟ୍ରିନା କୈଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
| yearsactive = 2003–present
}}
'''କ୍ୟାଟ୍ରିନା କୈଫ''' ('''କ୍ୟାଟ୍ରିନା ଟର୍‌କ୍ୟୁଟି''' ଜନ୍ମ-୧୬ ଜୁଲାଇ ୧୯୮୩) ଜଣେ ବ୍ରିଟିଶ୍।ସେବ୍ରିଟିଶ୍।<ref name="Katrina Kaif">{{cite web|last=ବ୍ରିଟିଶ୍|first=କ୍ୟାଟ୍ରିନା କୈଫ|title=କ୍ୟାଟ୍ରିନା କୈଫ|url=https://en.wikipedia.org/wiki/Katrina_Kaif|accessdate=5 March 2017}}</ref> ସେ ଜଣେ ଚ୍ଚଳଚିତ୍ର ଅଭିନେତ୍ରୀ ଓ ମଡେଲ୍। ମୂଖ୍ୟତଃ ସେ [[ହିନ୍ଦୀ ଚ୍ଚଳଚିତ୍ର]] ରୁ ଜଣାଶୁଣା। କ୍ୟାଟ୍ରିନା [[ମାଲାୟାଲାମ୍]] ଓ [[ତେଲୁଗୁ]] ଚ୍ଚଳଚିତ୍ର ମଧ୍ୟ କରିଛନ୍ତି। [[ବଲିଉଡ୍‌]]ର ସେ ଜଣେ ଉଚ୍ଚ ବେତନ ପ୍ରାପ୍ତ ଅଭିନେତ୍ରୀ ଏବଂ [[ଭାରତ]]ର ଅନ୍ୟ ସେଲିବ୍ରିଟି ମାନଙ୍କ ମଧ୍ୟରୁ ସେ ଗଣପ୍ରତିନିଧି ଦ୍ୱାରା ଜଣେ ଅତ୍ୟାକର୍ଷଣୀୟ ସେଲିବ୍ରିଟି ଅଟନ୍ତି।
 
ହଂକଂଙ୍ଗ ରେ ତାଙ୍କ ଜନ୍ମ, କୈଫ୍ ଓ ତାଙ୍କ ପରିବାର ଲଣ୍ଡନ ଯିବା ପୂର୍ବରୁ ଅନେକ ଦେଶରେ ରହି ସାରିଥିଲେ।ତରୁଣୀ ଥିବା ଅବସ୍ଥାରେ ସେ ପ୍ରଥମେ ମଡେଲିଂ ରେ ପାଦ ଦେଇଥିଲେ ଓ ପରେ ସେ ଏଥିରେ ନିଜର ଭବିଷ୍ୟତ ଗଢିଥିଲେ। ଲଣ୍ଡନ ର ଏକ ଫ୍ୟାସନ୍ ସୋ' ରେ ଚ୍ଚଳଚିତ୍ର ପ୍ରଯୋଜକ [[କାଇଜାଡ୍ ଗଷ୍ଟାଡ୍]] କୈଫ୍‌ଙ୍କୁ ଦେଖି ତାଙ୍କୁ [[ବୁମ୍]]([[୨୦୦୩]]) ଚ୍ଚଳଚିତ୍ରରେ ଏକ ଚରିତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ।କିନ୍ତୁ ଏହି ଚ୍ଚଳଚିତ୍ର ଆର୍ଥିକ କ୍ଷେତ୍ରରେ ଅସଫଳ ହୋଇଥିଲା।ଭାରତରେ ଚ୍ଚଳଚିତ୍ର କରୁଥିବା ସମୟରେ, ମଡେଲିଂ କରି ଏକ ସଫଳ ମଡେଲ୍ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।କ୍ୟାଟ୍ରିନା ଭଲରେ ହିନ୍ଦୀ କହିପାରୁନଥିବାରୁ ଚ୍ଚଳଚିତ୍ର ପ୍ରଯୋଜକମାନେ ତାଙ୍କ ପ୍ରତି ଦ୍ୱିଧାଗ୍ରସ୍ତ ହୋଇଥିଲେ। ତେଲୁଗୁ ଚ୍ଚଳଚିତ୍ର [[ମାଲିଶ୍ୱରୀ]] ([[୨୦୦୪]]) ରେ ଅଭିନୟ କରିସାରିବା ପରେ ସେ ବଲିଉଡ୍‌ରେ କିଛି ରୋମାଞ୍ଚକ ଚ୍ଚଳଚିତ୍ର [["ମୈନେ ପ୍ୟାର୍ କ୍ୟୁଁ କିୟା"]] (୨୦୦୫), [["ନମସ୍ତେ ଲଣ୍ଡନ୍"]] (୨୦୦୭) କରି ଆର୍ଥିକ ସଫଳତା ଅର୍ଜନ କରିଥିଲେ।