"କ୍ୟାଟ୍ରିନା କୈଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''କ୍ୟାଟ୍ରିନା କୈଫ''' ('''କ୍ୟାଟ୍ରିନା ଟର୍‌କ୍ୟୁଟି''' ଜନ୍ମ-୧୬ ଜୁଲାଇ ୧୯୮୩) ଜଣେ ବ୍ରିଟିଶ୍। ସେ ଜଣେ ଚ୍ଚଳଚିତ୍ର ଅଭିନେତ୍ରୀ ଓ ମଡେଲ୍। ମୂଖ୍ୟତଃ ସେ [[ହିନ୍ଦୀ ଚ୍ଚଳଚିତ୍ର]] ରୁ ଜଣାଶୁଣା। କ୍ୟାଟ୍ରିନା [[ମାଲାୟାଲାମ୍]] ଓ [[ତେଲୁଗୁ]] ଚ୍ଚଳଚିତ୍ର ମଧ୍ୟ କରିଛନ୍ତି। [[ବଲିଉଡ୍‌]]ର ସେ ଜଣେ ଉଚ୍ଚ ବେତନ ପ୍ରାପ୍ତ ଅଭିନେତ୍ରୀ ଏବଂ [[ଭାରତ]]ର ଅନ୍ୟ ସେଲିବ୍ରିଟି ମାନଙ୍କ ମଧ୍ୟରୁ ସେ ଗଣପ୍ରତିନିଧି ଦ୍ୱାରା ଜଣେ ଅତ୍ୟାକର୍ଷଣୀୟ ସେଲିବ୍ରିଟି ଅଟନ୍ତି।
 
ହଂକଂଙ୍ଗ ରେ ତାଙ୍କ ଜନ୍ମ, କୈଫ୍ ଓ ତାଙ୍କ ପରିବାର ଲଣ୍ଡନ ଯିବା ପୂର୍ବରୁ ଅନେକ ଦେଶରେ ରହି ସାରିଥିଲେ।ତରୁଣୀ ଥିବା ଅବସ୍ଥାରେ ସେ ପ୍ରଥମେ ମଡେଲିଂ ରେ ପାଦ ଦେଇଥିଲେ ଓ ପରେ ସେ ଏଥିରେ ନିଜର ଭବିଷ୍ୟତ ଗଢିଥିଲେ। ଲଣ୍ଡନ ର ଏକ ଫ୍ୟାସନ୍ ସୋ' ରେ ଚ୍ଚଳଚିତ୍ର ପ୍ରଯୋଜକ [[କାଇଜାଡ୍ ଗଷ୍ଟାଡ୍]] କୈଫ୍‌ଙ୍କୁ ଦେଖି ତାଙ୍କୁ [[ବୁମ୍]](୨୦୦୩) ଚ୍ଚଳଚିତ୍ରରେ ଏକ ଚରିତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ।କିନ୍ତୁ ଏହି ଚ୍ଚଳଚିତ୍ର ଆର୍ଥିକ କ୍ଷେତ୍ରରେ ଅସଫଳ ହୋଇଥିଲା।ଭାରତରେ ଚ୍ଚଳଚିତ୍ର କରୁଥିବା ସମୟରେ, କ୍ୟାଟ୍ରିନାକରି ମଡେଲିଂଏକ ସଫଳ ମଡେଲ୍ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ