"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ ଶୁଦ୍ଧି
No edit summary
ଟ୍ୟାଗ: 2017 source edit
୧୦ କ ଧାଡ଼ି:
| nationality = ଭାରତୀୟ
| known_for = [[Pan Am Flight 73]]
| parents = ରାମାରମା ଭାନୋଟ <br>
ହରିଶହରୀଶ ଭାନୋଟ
| awards = [[Neerja Bhanot#Awards|Full List]]
}}'''ନୀରଜା ଭନୋଟ''' (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)<ref name="TheTribune">{{Cite news|last=Vij|first=Illa|date=13 November 1999|work=[[The Tribune (Chandigarh)|The Tribune]]|title=Brave in life, brave in death|url=http://www.tribuneindia.com/1999/99nov13/saturday/head10.htm|publisher=Tribune Trust}}</ref><ref name=":0">{{Cite news|url=http://timesofindia.indiatimes.com/city/bengaluru/I-saw-Neerja-being-shot-in-the-head/articleshow/51034521.cms|title='I saw Neerja being shot in the head' - Times of India|newspaper=The Times of India|access-date=2016-12-03}}</ref> ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । <ref>{{Cite news|last=Mohan|first=Megha|date=2016-03-31|newspaper=BBC News|work=BBC News|title=Inside a hijack: The unheard stories of the Pan Am 73 crew|url=http://www.bbc.com/news/world-asia-35800683|language=en-GB|accessdate=2016-12-03|access-date=2016-12-03}}</ref>
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇ ଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରିଷହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରାମାରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।<ref>{{Cite news|title='The Sky Was Her Limit|url=http://indianexpress.com/article/lifestyle/life-style/the-sky-was-her-limit|publisher=The Indian Express|accessdate=2016-02-23}}</ref> ଅଭିନେତା [[ରାଜେଶ ଖାନ୍ନା]]<nowiki/>ଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।
 
== ପେଷା ==