"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସୁଚେତା ଙ୍କସୁଚେତାଙ୍କ ଜନ୍ମ ତତ୍କାଳୀନ [[ପଞ୍ଜାବ]] <nowiki/>ର [[ଅମ୍ବାଲା]] <nowiki/>ଠାରେ ହୋଇଥିଲା । (ତାହା ବର୍ତ୍ତମାନ ହରିୟାଣା ରାଜ୍ୟ ରେରାଜ୍ୟରେ ରହିଛି ) ତାଙ୍କର ପିତାମାତା ବଙ୍ଗାଳୀ [[ବ୍ରାହ୍ମ ସମାଜ|ବ୍ରାହ୍ମ ସମାଜର]] ଥିଲେ । ସେ [[ଇନ୍ଦ୍ରପ୍ରସ୍ଥ କଲେଜ]]<ref>{{Cite news|date=21 May 2001|newspaper=[[India Today]]|work=[[India Today]]|title=Vital statistics of colleges that figure among India's top rankers|url=http://indiatoday.intoday.in/story/vital-statistics-of-colleges-that-figure-among-indias-top-rankers/1/233619.html}}</ref> ଓ ପଞ୍ଜାବ ବିଶ୍ୱବିଦ୍ୟାଳୟ ରେବିଶ୍ୱବିଦ୍ୟାଳୟରେ  ପାଠ ପଢିସାରି [[ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ]]<ref>http://www.sandesh.org/Story_detail.asp?pageID=1&id=48</ref><ref>http://indiancoastguard.nic.in/indiancoastguard/history/morehistory.html</ref>ରେ ସାମ୍ବିଧାନିକ ଇତିହାସରେ ଅଧ୍ୟାପିକା ଥିଲେ । ୧୯୩୬ ମସିହା ରେମସିହାରେ ସେ ତାଙ୍କ ଠାରୁତାଙ୍କଠାରୁ ୨୦ ବର୍ଷ ବଡ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଲାନି ଙ୍କୁକୃପାଲାନିଙ୍କୁ ବିବାହ କରିଥିଲେ । [[ମହାତ୍ମା ଗାନ୍ଧୀ]] <nowiki/>ଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହୋଇଥିଲା । <ref>{{Cite book|title=Understanding Gandhi: Gandhians in Conversation with Fred J Blum|publisher=SAGE Publications|year=2011|isbn=978-81-321-0557-2|pages=409–410|author=Usha Thakkar, Jayshree Mehta}}</ref>
 
== ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ==
ତାଙ୍କ ସମକାଳୀନ ନେତ୍ରୀ [[ଅରୁଣା ଆସଫ୍ ଅଲ୍ଲୀ|ଅରୁଣା ଆସଫ୍ ଅଲ୍ଲୀ]] ଓ [[ଉଷା ମେହେଟା]] <nowiki/>ଙ୍କ ପରି ସୁଚେତା ମଧ୍ୟ [[ମହାତ୍ମା ଗାନ୍ଧୀ]] <nowiki/>ଙ୍କ ଦ୍ଵାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନ ରେଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଦଙ୍ଗା ସମୟ ରେସମୟରେ ସେ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ସହ କାର୍ଯ୍ୟ କରିଥିଲେ । [[ଭାରତ]] ସ୍ଵାଧୀନତା ହେବା ପୂର୍ବରୁ [[ସମ୍ବିଧାନ]] ପ୍ରଣୟନ ପାଇଁ ଗଠିତ ବିଧାୟକ ସଭାକୁ ସେ ନିର୍ବାଚିତ ହେଇଥିଲେ । ଭାରତ ରଭାରତର ନୂତନ [[ସମ୍ବିଧାନ]] <nowiki/>ର ରୂପରେଖା ନିର୍ଦ୍ଧାରଣ ପାଇଁ ଗଠିତ ସବ-କମିଟି ରେକମିଟିରେ ସେ ରହିଥିଲେ । ସ୍ଵାଧୀନ ଭାରତ ରଭାରତର ସମ୍ବିଧାନ ସଭାର ପ୍ରଥମ ଅଧିବେଶନରେ ସେ ବନ୍ଦେ ମାତରମ୍  ଗାନ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " ଟ୍ରିଷ୍ଟ୍ ଓ୍ଵିଥ୍ ଡେଷ୍ଟିନି (Tryst With Destiny) "<ref>{{cite web | url=http://parliamentofindia.nic.in/ls/debates/vol5p1.htm | title=Constituent Assembly of India - Volume-V | date=14 August 1947 | publisher=Parliament of India | accessdate=18 January 2016 }}</ref> ଭାଷଣ ଦେଇଥିଲେ । ୧୯୪୦ ମସିହା ରେମସିହାରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ । 
 
== ସ୍ଵାଧୀନତା ପରବର୍ତୀ କାଳ ପରବର୍ତ୍ତୀ==
[[ଫାଇଲ:Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg|thumb|୧୯୪୯ ମସିହା ରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟ ଙ୍କ ସହ ସୁଚେତା]]
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତି ରେ ରହି ୧୯୫୨ ସାଧାରଣ ନିର୍ବାଚନ ରେ ସେ ନୂଆ ଦିଲ୍ଲୀ ରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫ ରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳ ଙ୍କୁ ପରାସ୍ତ କରିଥିଲେ । ସେହି ସମୟ ରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶ ର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ ।