"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ସୁଚେତା କୃପାଲାନି (ପୂର୍ବବର୍ତୀପୂର୍ବବର୍ତ୍ତୀ ମଜୁମଦାର , ୨୫ ଜୁନ , ୧୯୦୮ - ୧ ଡିସେମ୍ବର ୧୯୭୪ ) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଓ ରାଜନୈତିକ ନେତ୍ରୀରାଜନେତ୍ରୀ ଥିଲେ  । ସେ୧୯୬୩ [[ଭାରତ]]ମସିହା ଅକ୍ଟୋବର ପ୍ରଥମମାସ ମହିଳାରେ ମୁଖ୍ୟମନ୍ତ୍ରୀସେ ଭାବରେଭାରତର ସର୍ବପ୍ରଥମ ମହିଳା ଓ [[ଉତ୍ତର ପ୍ରଦେଶ]]ପ୍ରଦେଶର ମୁଖ୍ୟ ସରକାରମନ୍ତ୍ରୀ ଗଠନଭାବରେ କରିକାର୍ଯ୍ୟ ୧୯୬୩ଭାର ମସିହାଗ୍ରହଣ ରୁକରି ୧୯୬୭ ମସିହା ଯାଏ ଶାସନ ଭାର ସମ୍ଭାଳି ଥିଲେଥିଲେ। ତାଙ୍କ ରାଜ୍ୟକାଳ ମଧ୍ୟ ରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନ ର ଆନ୍ଦୋଳନ କୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 
 
== ପ୍ରାରମ୍ଭିକ ଜୀବନ ==
ସୁଚେତା ଙ୍କ ଜନ୍ମ ତତ୍ କାଳୀନତତ୍କାଳୀନ [[ପଞ୍ଜାବ]] ର [[ଅମ୍ବାଲା]] ଠାରେ ହେଇଥିଲାହୋଇଥିଲା । (ତାହା ବର୍ତମାନବର୍ତ୍ତମାନ ହରିୟଣାହରିୟାଣା ରାଜ୍ୟ ରେ ରହିଛି ) ତାଙ୍କର ପିତାମାତା ବଙ୍ଗାଳୀ [[ବ୍ରାହ୍ମ ସମାଜ]] ଥିଲେ । ସେ   [[ଇନ୍ଦ୍ରପ୍ରସ୍ଥ କଲେଜ]]<ref>{{Cite news|date=21 May 2001|newspaper=[[India Today]]|work=[[India Today]]|title=Vital statistics of colleges that figure among India's top rankers|url=http://indiatoday.intoday.in/story/vital-statistics-of-colleges-that-figure-among-indias-top-rankers/1/233619.html}}</ref> ଓ ପଞ୍ଜାବ ବିଶ୍ୱବିଦ୍ୟାଳୟ ରେ  ପାଠ ପଢି ସାରିପଢିସାରି [[ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳବିଶ୍ୱବିଦ୍ୟାଳୟ]]<ref>http://www.sandesh.org/Story_detail.asp?pageID=1&id=48</ref><ref>http://indiancoastguard.nic.in/indiancoastguard/history/morehistory.html</ref>ରେ ସାମ୍ବିଧାନିକ ଇତିହାସଇତିହାସରେ ରେଅଧ୍ୟାପିକା ଅଧ୍ୟାପକ ରହିଥିଲେଥିଲେ । ୧୯୩୬ ମସିହା ରେ ସେ ତାଙ୍କ ଠାରୁ ୨୦ ବର୍ଷ ବଡ ବିଶିଷ୍ଟ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଲାନି ଙ୍କୁ ବିବାହ କରିଥିଲେ ।ଉଭୟଙ୍କ ପରିବାର ତଥା [[ମହାତ୍ମା ଗାନ୍ଧୀ]] ଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହେଇଥିଲାହୋଇଥିଲା । <ref>{{Cite book|title=Understanding Gandhi: Gandhians in Conversation with Fred J Blum|publisher=SAGE Publications|year=2011|isbn=978-81-321-0557-2|pages=409–410|author=Usha Thakkar, Jayshree Mehta}}</ref>
 
== ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ==
ତାଙ୍କ ସମକାଳୀନ ନେତ୍ରୀ [[ଅରୁଣା ଆସଫ୍ ଅଲ୍ଲୀ|ଅରୁଣା ଆସଫଆସଫ୍ ଅଲ୍ଲୀ]] ଓ [[ଉଷା ମେହେଟା]] ଙ୍କ ପରି ସୁଚେତା ମଧ୍ୟ [[ମହାତ୍ମା ଗାନ୍ଧୀ]] ଙ୍କ ଦ୍ଵାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନ ରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଡଙ୍ଗାଦଙ୍ଗା ସମୟ ରେ ସେ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ସହ କାର୍ଯ୍ୟ କରିଥିଲେ । [[ଭାରତ]] ସ୍ଵାଧୀନତା ହେବା ପୂର୍ବ ସମୟ  ରେ ଗଠିତ ନୂତନପୂର୍ବରୁ [[ସମ୍ବିଧାନ]] ପ୍ରଣୟନ ପାଇଁ ଗଠିତ ବିଧାୟକ ସଭା କୁସଭାକୁ ସେ ନିର୍ବାଚିତ ହେଇଥିଲେ । ଭାରତ ର ନୂତନ [[ସମ୍ବିଧାନ]] ର ରୂପରେଖରୂପରେଖା ନିର୍ଧାରଣନିର୍ଦ୍ଧାରଣ ପାଇଁ ଗଠିତ ସବ-କମିଟି ରେ ସେ ରହିଥିଲେ । ସ୍ଵାଧୀନ ଭାରତ ର ସମ୍ବିଧାନ ସଭା ରସଭାର ପ୍ରଥମ ଅଧିବେଶନ ରେଅଧିବେଶନରେ ସେ ବନ୍ଦେ ମାତରମ୍  ଗାନ  କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " Tryst With Destiny "<ref>{{cite web | url=http://parliamentofindia.nic.in/ls/debates/vol5p1.htm | title=Constituent Assembly of India - Volume-V | date=14 August 1947 | publisher=Parliament of India | accessdate=18 January 2016 }}</ref> ଭାଷଣ ଦେଇଥିଲେ । ୧୯୪୦ ମସିହା ରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ । 
 
== ସ୍ଵାଧୀନତା ପରବର୍ତୀ କାଳ ==
[[ଫାଇଲ:Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg|thumb|୧୯୪୯ ମସିହା ରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟ ଙ୍କ ସହ ସୁଚେତା .]]
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତି ରେ ରହି ୧୯୫୨ ସାଧାରଣ ନିର୍ବାଚନ ରେ ସେ ନୂଆ ଦିଲ୍ଲୀ ରେ ଏକ ନୂତନ ଦଳ କେଏମପିପିକେ ଏମ ପି ପି ( କିଷାନ ମଜଦୁର ପ୍ରଜା ପାର୍ଟି )ତରଫ ରୁ ନିର୍ବାଚନ ଲଡିଲଢ଼ି କଂଗ୍ରେସ ଦଳ ରଦଳର ମନମୋହିନୀ ସହଗଳ ଙ୍କୁ ପରାସ୍ତ କରିଥିଲେ । ସେହି ସମୟ ରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତନପ୍ରତ୍ୟାବର୍ତ୍ତନ କରି ପରବର୍ତୀପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶ ର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 
 
ଏହି ମଧ୍ୟବର୍ତୀ କାଳ ରେପରେ ସେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହା ରୁ ୧୯୬୩ ମସିହା ଯାଏ ରାଜ୍ୟ ର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୩ ମସିହା ଅକ୍ଟୋବର ମାସ ରେ ସେ ଭାରତର ସର୍ବପ୍ରଥମ ମହିଳା ଓ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ତାଙ୍କ ରାଜ୍ୟକାଳ ମଧ୍ୟ ରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନ ର ଆନ୍ଦୋଳନ କୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 
 
ସୁଚେତା ୧୯୭୧ ମସିହା ରେ ରାଜନୀତି ରୁ ସନ୍ୟାସ ଗ୍ରହଣ କରି ୧୯୭୪ ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ନିରୋଳା ଜୀବନ ଯାପନ କରିଥିଲେ ।