"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୫ କ ଧାଡ଼ି:
== ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ==
ତାଙ୍କ ସମକାଳୀନ ନେତ୍ରୀ [[ଅରୁଣା ଆସଫ୍ ଅଲ୍ଲୀ|ଅରୁଣା ଆସଫ ଅଲ୍ଲୀ]] ଓ [[ଉଷା ମେହେଟା]] ଙ୍କ ପରି ସୁଚେତା ମଧ୍ୟ [[ମହାତ୍ମା ଗାନ୍ଧୀ]] ଙ୍କ ଦ୍ଵାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନ ରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଡଙ୍ଗା ସମୟ ରେ ସେ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ସହ କାର୍ଯ୍ୟ କରିଥିଲେ । [[ଭାରତ]] ସ୍ଵାଧୀନତା ହେବା ପୂର୍ବ ସମୟ ରେ ଗଠିତ ନୂତନ [[ସମ୍ବିଧାନ]] ପ୍ରଣୟନ ପାଇଁ ଗଠିତ ବିଧାୟକ ସଭା କୁ ସେ ନିର୍ବାଚିତ ହେଇଥିଲେ । ଭାରତ ର ନୂତନ [[ସମ୍ବିଧାନ]] ର ରୂପରେଖ ନିର୍ଧାରଣ ପାଇଁ ଗଠିତ ସବ-କମିଟି ରେ ସେ ରହିଥିଲେ । ସ୍ଵାଧୀନ ଭାରତ ର ସମ୍ବିଧାନ ସଭା ର ପ୍ରଥମ ଅଧିବେଶନ ରେ ସେ ବନ୍ଦେ ମାତରମ୍ ଗାନ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " Tryst With Destiny "<ref>{{cite web | url=http://parliamentofindia.nic.in/ls/debates/vol5p1.htm | title=Constituent Assembly of India - Volume-V | date=14 August 1947 | publisher=Parliament of India | accessdate=18 January 2016 }}</ref> ଭାଷଣ ଦେଇଥିଲେ । ୧୯୪୦ ମସିହା ରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ ।
== ସ୍ଵାଧୀନତା ପରବର୍ତୀ କାଳ ==
|