"ପଠାଣି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩ କ ଧାଡ଼ି:
|resting_place =
|resting_place_coordinates = <!-- {{Coord|LAT|LONG|display=inline,title}} -->
|nationality = {{flag[[ଭାରତ|ଭାରତୀୟ}}]]
|other_names =
|known_for = ସାହିତ୍ୟିକ ଓ ଅଧ୍ୟାପକ
୨୭ କ ଧାଡ଼ି:
}}
 
'''ପଠାଣି ପଟ୍ଟନାୟକ''', (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ ]] ସାହିତ୍ୟିକ ଥିଲେ । ଏତାଙ୍କରତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟର ବହୁ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ ।
 
==ଜୀବନୀ==
ପଠାଣି ପଟ୍ଟନାୟକ, [[ପୁରୀ]]ରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, [[ରେଭେନ୍ସା ମହାବିଦ୍ୟାଳୟରୁମହାବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ [[କଟକ]]ର [[ଖ୍ରୀଷ୍ଟ ମହାବିଦ୍ୟାଳୟ]]ରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ତୁଲାଇଥିଲେ ।<ref>http://www.odisha.com/2010/december/21/fullstory/award.html</ref> ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୭ ମସିହା ଫେବୃଆରୀ ୪ତାରିଖରେ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ଇହଲିଳାମୃତ୍ୟୁ ସମ୍ବରଣବରଣ କରିଥିଲେ ।<ref>http://www.odishanewsinsight.com/odisha/eminent-odia-litterateur-pathani-patnaik-passes-away-89/</ref>
 
==ସାହିତ୍ୟ କୃତି==
{{div col|2}}
* ଜୀବନର ଚଲାପଥେ
* ଓଡ଼ିଆ ସାହିତ୍ୟର ଭୂମିକା
Line ୪୪ ⟶ ୪୫:
* ଐତିହ ଓ ଅଭିବ୍ୟକ୍ତି<ref name="Patnaik2011">{{cite book|author=Pathani Patnaik|title=Aitihya o abhibyakti|url=http://books.google.com/books?id=DRYuywAACAAJ|year=2011|publisher=Pādaṭikā}}</ref>
* ସାହିତ୍ୟ ମଣିଷ<ref name="Patnaik1998">{{cite book|author=Pathani Patnaik|title=Sāhitya manīshā|url=http://books.google.com/books?id=LqU3AQAACAAJ|date=1 January 1998|publisher=Oḍiśā Buk Shṭora|isbn=978-81-7400-212-9}}</ref>
{{div col end}}
 
==ପୁରସ୍କାର ଓ ସମ୍ମାନ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନର ଚଲାପଥେ) - ୨୦୧୦<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧<ref>http://www.tribuneindia.com/2001/20010130/nation.htm</ref>
* ସାରଳା ସମ୍ମାନ, ୧୯୯୪
 
୨୦୧୭ ମସିହା ଫେବୃଆରୀ ୪ତାରିଖରେ ପଠାଣି, କଟକସ୍ଥିତ ନିଜ ବାସଭବନରେ ଇହଲିଳା ସମ୍ବରଣ କରିଥିଲେ ।<ref>http://www.odishanewsinsight.com/odisha/eminent-odia-litterateur-pathani-patnaik-passes-away-89/</ref>
 
== ଆଧାର ==
{{ଆଧାରReflist|230em}}
{{ସାରଳା ସମ୍ମାନ}}
{{Authority control}}
 
[[ଶ୍ରେଣୀ:ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:୧୯୨୮ ଜନ୍ମ]]
[[ଶ୍ରେଣୀ:୨୦୧୭ ମୃତ୍ୟୁ]]
[[ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲାର ଲୋକ]]
[[ଶ୍ରେଣୀ:ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:ଖୋର୍ଦ୍ଧାସାରଳା ଜିଲ୍ଲାରସମ୍ମାନ ଲୋକସମ୍ମାନିତ]]