"ଗଳ୍ପ ନୁହେଁ ଅଳ୍ପ ଦିନର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
ଜଗନ୍ନାଥ ପ୍ରଧାନଙ୍କ ପ୍ରଯୋଜନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର '''ଗଳ୍ପ ନୁହେଁ ଅଳ୍ପ ଦିନର''' ୨୦୧୫ ମସିହା ଡିସେମ୍ବର ମାସରେ ମୁକ୍ତିଲାଭ କରିଥିଲା । ଏଥିରେ ମୁଖ୍ୟ ଭୂମିକାରେ ଦୀପକ, ଲିପି ଥିବା ବେଳେ ଜିନା, [[ବବ୍‌ଲି]] ଏବଂ ରୁଦ୍ର ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name=ଗଳ୍ପ>{{cite web|title=Galpa Nuhe Alpa Dinara (ଗଳ୍ପ ନୁହେଁ ଅଳ୍ପ ଦିନର) - 2015 Odia Romantic Drama Film|url=http://ollywood.odiaportal.in/2015/12/galpa-nuhe-alpa-dinara-2015-odia.html|publisher=ଓଡ଼ିଆ ପୋର୍ଟଲ|accessdate=22 August 2016}}</ref>
{{Infobox film
| name = ଗଳ୍ପ ନୁହେଁ ଅଳ୍ପ ଦିନର
Line ୨୬ ⟶ ୨୫:
| gross =
}}
 
ଜଗନ୍ନାଥ'''ଗଳ୍ପ ପ୍ରଧାନଙ୍କନୁହେଁ ପ୍ରଯୋଜନାରେଅଳ୍ପ ନିର୍ମିତଦିନର''' ୨୦୧୫ ମସିହାରେ ବଡ଼ଦିନ ସମୟରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର '''ଗଳ୍ପ ନୁହେଁଜଗନ୍ନାଥ ଅଳ୍ପପ୍ରଧାନଙ୍କ ଦିନର'''ପ୍ରଯୋଜନାରେ ୨୦୧୫ନିର୍ମିତ ମସିହା ଡିସେମ୍ବରହୋଇଥିଲା ମାସରେ ମୁକ୍ତିଲାଭଏହି କରିଥିଲାଚଳଚ୍ଚିତ୍ରଟି । ଏଥିରେ ମୁଖ୍ୟ ଭୂମିକାରେ ଦୀପକ, ଲିପି ଥିବା ବେଳେ ଜିନା, [[ବବ୍‌ଲି]] ଏବଂ ରୁଦ୍ର ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name=ଗଳ୍ପ>{{cite web|title=Galpa Nuhe Alpa Dinara (ଗଳ୍ପ ନୁହେଁ ଅଳ୍ପ ଦିନର) - 2015 Odia Romantic Drama Film|url=http://ollywood.odiaportal.in/2015/12/galpa-nuhe-alpa-dinara-2015-odia.html|publisher=ଓଡ଼ିଆ ପୋର୍ଟଲ|accessdate=22 August 2016}}</ref> ଅନେକ ଦିନର ବ୍ୟବଧାନ ପରେ ନିର୍ଦ୍ଦେଶକ ରିତେଶ ନାୟକ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲା ପ୍ରେମାନନ୍ଦ ।
 
ତ୍ରିକୋଣୀୟ ପ୍ରେମ କାହାଣୀ, ପାରିବାରିକ କଥା ତ‌ଥା ଚାଷୀ ଆତ୍ମହତ୍ୟା ବିଷୟରେ ଏହି ଚଳଚ୍ଚିତ୍ରଟିର କାହାଣୀ ପର୍ଯ୍ୟବେଶିତ ହୋଇଥିଲା ।
 
==ଅଭିନୟ==
ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଦୀପକ ବାରିକ ଏବଂ ତାଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ସାଜିଥିଲେ ଲିପି । ଲିପି ଆଗରୁ ଦୀପକଙ୍କ ସ‌ହ ଅନେକ ଗୁଡ଼ିଏ ଆଲବମ୍ ଗୀତରେ ଅଭିନୟ କରିଥିଲେ ମାତ୍ର ଦୁହେଁ ଏକାଠୀ କୌଣସି କଥଚିତ୍ରରେ ଅଭିନୟ କରି ନ ଥିଲେ । ଅନ୍ୟତମ ନାୟିକ୍ ବବ୍‌ଲି ଏବଂ ଜିନା ସାମଲ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥିରେ ବବ୍‌ଲି ଏକ ଖଳ ଚରିତ୍ରରେ ଅଭିନୟ କରିଥିଲେ ।
 
ଓଡ଼ିଆ ଚଳଚ୍ଚିତ୍ର '''ଗଳ୍ପ ନୁହେଁ ଅଳ୍ପ ଦିନର'''ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ<ref name=ଗଳ୍ପ></ref>:
#* ଦୀପକ
 
#* ରୁଦ୍ର
#ଦୀପକ
#* ଲିପି
#ରୁଦ୍ର
#* ଜିନା
#ଲିପି
#* [[ବବ୍‌ଲି]]
#ଜିନା
* ଅଜିତ ଦାସ
#[[ବବ୍‌ଲି]]
#ଅଜିତ* [[ଅନିତା ଦାସ]]
#* ଅସୀତ ପତି
#[[ଅନିତା ଦାସ]]
#* [[ଜୟୀରାମ ସାମଲ]]- BM(ବୃହତ ମସ୍ତିଷ୍କ)
#ଅସୀତ ପତି
#* [[ଚୌଧୁରୀ ବିକାଶ ଦାସ]]
#[[ଜୟୀରାମ ସାମଲ]]
#* ନୀତୁ ସିଂ
#[[ଚୌଧୁରୀ ବିକାଶ ଦାସ]]
* ସଲିଲ୍ ମିତ୍ର
#ନୀତୁ ସିଂ
 
==ଗୀତ ଓ ସଙ୍ଗୀତ==
ଚଳଚ୍ଚିତ୍ରରେ [[ପ୍ରେମ ଆନନ୍ଦ]] ସଙ୍ଗୀତ ନିର୍ଦ୍ଦେଶନା ଦାୟତ୍ୱରେ ଥିବା ବେଳେ ଅରୁଣ ମନ୍ତ୍ରୀ, ଜୟନ୍ତ ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାଂଶୁ ସାମନ୍ତରାୟ ପ୍ରମୁଖ ଗୀତ ରଚନା କରିଛନ୍ତି ।<ref name=ଗଳ୍ପ></ref>
 
===ଗୀତ<ref name=ଗଳ୍ପ></ref>===
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
#ଚୋରି ଚୋରି ଲାଲ ପରୀ
|- bgcolor="#CCCCCC" align="center"
#ଏ କି ଋତୁ ଦେଲା ଛୁଇଁ
! ଗୀତ !! ରଚନା !! କଣ୍ଠଦାନ
#ଧିରେ ଧିରେ
|-
#ଆମ ଗଳ୍ପ ନୁହେଁ ଅଳ୍ପ ଦିନର
#||ଚୋରି ଚୋରି ଲାଲ ପରୀ || ||
#କୋଉଠି ହଜିଲା ପ୍ରେମ
|-
#||ଏ କି ଋତୁ ଦେଲା ଛୁଇଁ || ||
|-
#||ଧିରେ ଧିରେ || ||
|-
#||ଆମ ଗଳ୍ପ ନୁହେଁ ଅଳ୍ପ ଦିନର || ||
|-
#||କୋଉଠି ହଜିଲା ପ୍ରେମ || ||
|}
 
==ଆଧାର==
{{ଆଧାର}}